ETV Bharat / state

ରାସ୍ତାରେ ପଡ଼ିଲା ଗଛ, ଯାତାୟତ ଠପ

author img

By

Published : Mar 6, 2021, 7:49 PM IST

କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ପରମାନନ୍ଦପୁର ନିକଟରେ ନିଆଁ ଲାଗି ପଡ଼ିଲା ଗଛ । ଫଳରେ ମଦନପୁର ରାମପୁରରୁ ବଲାଙ୍ଗୀର ରାସ୍ତାରେ ଯୋଗାଯୋଗ ବିଛିନ୍ନ ହୋଇଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ବରେ ଯାନବାହନ ଚଳାଚଳ ଠପ ହୋଇଛି। ଅଧିକ ପଢନ୍ତୁ...

ରାସ୍ତାରେ ପଡ଼ିଲା ଗଛ
ରାସ୍ତାରେ ପଡ଼ିଲା ଗଛ

ଭବାନୀପାଟଣା: ନିଆଁ ଲାଗି ମୁଖ୍ୟ ରାସ୍ତାରେ ପଡ଼ିଲା ଗଛ । ଯାତାୟତ ଠପ। କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ପରମାନନ୍ଦପୁର ନିକଟରେ ନିଆଁ ଲାଗି ପଡ଼ିଲା ଗଛ । ଫଳରେ ମଦନପୁର ରାମପୁରରୁ ବଲାଙ୍ଗୀର ରାସ୍ତାରେ ଯୋଗାଯୋଗ ବିଛିନ୍ନ ହୋଇଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ବରେ ଯାନବାହନ ଚଳାଚଳ ଠପ ହୋଇଛି।

ରାସ୍ତାରେ ପଡ଼ିଲା ଗଛ

ସୂଚନା ଅନୁଯାୟୀ, କୌଣସି କାରଣରୁ ଗଛରେ ନିଆଁ ଲାଗିବାରୁ ଗଛଟି ମୂଳରୁ ପୋଡିଯାଇ ରାସ୍ତା ରୂପରେ ପଡି ଯାଇଥିଲା। ଦୀର୍ଘ 3 ଘଣ୍ଟା ଧରି ରାସ୍ତା ଉପରେ ଗଛ ପଡିରହିବାରୁ ଯାତ୍ରୀ ସମସ୍ୟାର ସମ୍ମୁଖିନ ହେଉଥିବା ଜଣାପଡିଛି। ଖବର ପାଇ ମଦନପୁର ରାମପୁର ବନ ବିଭାଗ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗଛ କାଟିବା କାର୍ଯ୍ୟ ଜାରି ରଖିଛନ୍ତି।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.