ETV Bharat / state

ଟ୍ରାକ୍ଟରରେ ଚାପି ହୋଇ ଡ୍ରାଇଭର ମୃତ, କ୍ଷତିପୂରଣ ଦାବି କଲେ ପରିବାର

author img

By

Published : Jan 3, 2021, 12:53 PM IST

ଟ୍ରାକ୍ଟରରେ ଚାପି ହୋଇ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ କ୍ଷତିପୂରଣ ଦାବି କରିଛନ୍ତି ପରିବାର । କଳାହାଣ୍ଡି ଜିଲ୍ଲାର ଏ ଘଟଣା । ଅଧିକ ପଢନ୍ତୁ...

ଟ୍ରାକ୍ଟରରେ ଚାପି ହୋଇ ଡ୍ରାଇଭର ମୃତ, କ୍ଷତିପୂରଣ ଦାବି କଲେ ପରିବାର
ଟ୍ରାକ୍ଟରରେ ଚାପି ହୋଇ ଡ୍ରାଇଭର ମୃତ, କ୍ଷତିପୂରଣ ଦାବି କଲେ ପରିବାର

ଭବାନୀପାଟଣା: ଟ୍ରାକ୍ଟରରେ ଚାପି ହୋଇ ଡ୍ରାଇଭର ମୃତ । ଏଭଳି ଦୁଃଖଦ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ । ମୃତକ ଡିସମ୍ବର ପୁଞ୍ଜି ବୋଲି ଜଣାପଡିଛି ।

ସୂଚନା ଅନୁସାରେ ସେ ଟେମରା ଗାଁରେ ରାସ୍ତା କାମରେ ନିଯୋଜିତ ଥିବାବେଳେ ହାଇଡ୍ରୋଲିକ ଡାଲାରେ ଚାପି ହୋଇଯାଇଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ପରିବାରଲୋକେ କ୍ଷତି ପୂରଣ ଦାବି କରିଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.