ETV Bharat / state

କଳାହାଣ୍ଡିରେ ହେବ ଦ୍ୱିତୀୟ କୋଭିଡ ହସ୍ପିଟାଲ - Covid hospital

କଳାହାଣ୍ଡି ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ କୋରୋନା ସଂକ୍ରମଣ ସମୟରେ ଆରମ୍ଭ କରାଯାଇଥିଲା କୋଭିଡ ହସ୍ପିଟାଲ । କୋରୋନା ସଂକ୍ରମଣର ଚେନ୍ ଭାଙ୍ଗିବାକୁ ରାଜ୍ୟରେ ଜାରି ରହଛି ଲକଡାଉନ୍ । ଅଧିକ ପଢନ୍ତୁ...

କଳାହାଣ୍ଡିରେ ହେବ ଦ୍ୱିତୀୟ କୋଭିଡ ହସ୍ପିଟାଲ
କଳାହାଣ୍ଡିରେ ହେବ ଦ୍ୱିତୀୟ କୋଭିଡ ହସ୍ପିଟାଲ
author img

By

Published : May 11, 2021, 11:02 PM IST

Updated : May 11, 2021, 11:08 PM IST

ଭବାନୀପାଟଣା: ଜିଲ୍ଲା ପ୍ରଶାସନ ଓ ସାଧାରଣ ଲୋକଙ୍କ ଦାବି ପୂରଣ କରିଛନ୍ତି ରାଜ୍ୟ ସରକାର । ମହାମାରୀକୁ ମାତ୍ ଦେବା ପାଇଁ କଳାହାଣ୍ଡି ଜିଲ୍ଲାରେ ପ୍ରତିଷ୍ଠା ହେବ ଆଉ ଏକ କୋଭିଡ ହସ୍ପିଟାଲ । ୨୦୦ ସହ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲକୁ ଅନୁମୋଦନ କରିଛନ୍ତି ରାଜ୍ୟ ସରକାର ।

କଳାହାଣ୍ଡିରେ ହେବ ଦ୍ୱିତୀୟ କୋଭିଡ ହସ୍ପିଟାଲ
କଳାହାଣ୍ଡିରେ ହେବ ଦ୍ୱିତୀୟ କୋଭିଡ ହସ୍ପିଟାଲ
ଜିଲ୍ଲାର ଭବାନୀପାଟଣା ସହର ବାନ୍ଦୋପଲା ଠାରେ ଥିବା ଇଞ୍ଜିନିୟରିଂ କଲେଜ ପରିସରରେ ପ୍ରତିଷ୍ଠା କରାଯିବ ଜିଲ୍ଲାର ଏହି ଦ୍ବିତୀୟ କୋଭିଡ ହସ୍ପିଟାଲ । ଆଉ ଏହି ମେଡ଼ିକାଲର ପରିଚାଳନା କରିବ ଲାଞ୍ଜିଗଡ଼ ବେଦାନ୍ତ ଆଲୁମିନା ।
କଳାହାଣ୍ଡିରେ ହେବ ଦ୍ୱିତୀୟ କୋଭିଡ ହସ୍ପିଟାଲ
କଳାହାଣ୍ଡିରେ ହେବ ଦ୍ୱିତୀୟ କୋଭିଡ ହସ୍ପିଟାଲ

କଳାହାଣ୍ଡି ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ କୋରୋନା ସଂକ୍ରମଣ ସମୟରେ ପ୍ରଥମ କୋଭିଡ ହସ୍ପିଟାଲ କରାଯାଇଥିଲା । ତେବେ ଜିଲ୍ଲାରେ ଦ୍ୱିତୀୟ କୋଭିଡ ହସ୍ପିଟାଲ ପାଇଁ ଜନସାଧାରଣ ଦାବି କରିଥିଲେ ଏହାକୁ ନେଇ ଜିଲ୍ଲାପାଳ ମଧ୍ୟ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜିଲ୍ଲାରେ କୋଭିଡ୍ ପରିଚାଳନାରେ ଏହି ଦ୍ୱିତୀୟ କୋଭିଡ ମେଡ଼ିକାଲ ବେଶ୍ ସହାୟକ ହେବ । କୋରୋନାର ଦ୍ବିତୀୟ ଲହର ରାଜ୍ୟ ବିଭିନ୍ନ ବ୍ୟବସ୍ଥାକୁ ବିଗାଡ଼ି ଦେଇଛି । ମହାମାରୀକୁ ରୋକିବାକୁ ସମସ୍ତ ପ୍ରକାର ଚେଷ୍ଟା କରୁଛନ୍ତି ରାଜ୍ୟ ସରକାର । କୋରୋନା ସଂକ୍ରମଣର ଚେନ୍ ଭାଙ୍ଗିବାକୁ ରାଜ୍ୟରେ ଲକଡାଉନ୍ ଲାଗୁ କରାଯାଇଛି ।

କଳାହାଣ୍ଡିରୁ ଅଜିତ୍ କୁମାର ସିଂ, ଉଟିଭି ଭାରତ

Last Updated : May 11, 2021, 11:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.