ETV Bharat / state

ଦୁର୍ବୃତ୍ତଙ୍କ ନିଆଁରେ ପୋଡି ପାଉଁଶ ହୋଇଗଲା କୁକୁଡ଼ା ଫାର୍ମ

author img

By

Published : Feb 27, 2021, 10:45 PM IST

କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ମୁଖୀଗୁଡା ଗ୍ରାମପଞ୍ଚାୟତର ତାଳଗୁଡ ଗାଁରେ ଘଟିଛି ଅଘଟଣ । ଦୁର୍ବୃତ୍ତଙ୍କ ନିଆଁରେ ପୋଡି ପାଉଁଶ ହୋଇ ଯାଇଛି କୁକୁଡ଼ା ଫାର୍ମ । ଅଧିକ ପଢନ୍ତୁ...

ଦୁର୍ବୃତ୍ତଙ୍କ ନିଆଁରେ ପୋଡି ପାଉଁଶ ହୋଇଗଲା କୁକୁଡ଼ା ଫାର୍ମ
ଦୁର୍ବୃତ୍ତଙ୍କ ନିଆଁରେ ପୋଡି ପାଉଁଶ ହୋଇଗଲା କୁକୁଡ଼ା ଫାର୍ମ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ମୁଖୀଗୁଡା ଗ୍ରାମପଞ୍ଚାୟତର ତାଳଗୁଡ ଗାଁରେ ଘଟିଛି ଅଘଟଣ । ଦୁର୍ବୃତ୍ତଙ୍କ ନିଆଁରେ ପୋଡି ପାଉଁଶ ହୋଇ ଯାଇଛି କୁକୁଡ଼ା ଫାର୍ମ ।

ଗାଁର କେଶବ ବିଶି ନାମକ ବ୍ୟକ୍ତି କୁକୁଡ଼ା ଫାର୍ମ କରି ପରିବାର ପ୍ରତିପୋଷଣ କରୁଥିଲେ । ସନ୍ଧ୍ୟା ସମୟରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଚମ୍ପଟ ମାରିଥିଲେ । ଏଥିରେ ୬ ଶହ କୁକୁଡ଼ା ଛୁଆ ଦଗ୍ଧ ହୋଇଯାଇଛି ବୋଲି ସେ ଜୟପାଟଣା ଥାନାରେ ଅଭିଯୋଗ କରିଛନ୍ତି। ଏ ନେଇ ଜୟପାଟଣା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଥାନା ଅଧିକାରିଣୀ ରଶ୍ମିତା ପ୍ରଧାନ ସୂଚନା ଦେଇଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.