ETV Bharat / state

କଳାହାଣ୍ଡିରେ ମୁଖ୍ୟ ଶାସନ ସଚିବ, ଆହାର କେନ୍ଦ୍ରରେ ଆହାର କଲେ ଅସିତ - state govt chief secretary

କଳାହାଣ୍ଡି ଜିଲ୍ଲାରେ ଅଚାନକ ଗସ୍ତ କଲେ ମୁଖ୍ୟ ଶାସନ ସଚିବ । ଆହାର କେନ୍ଦ୍ରରେ ସାଧରଣ ଲୋକଙ୍କ ସହିତ ମିଶି ଖାଇଛନ୍ତ୍ ଅସିତ ତ୍ରିପାଠୀ ।

state-govt-chief-secretary
ଫଟୋ ସୌଜନ୍ୟ : ସମ୍ବାଦଦାତା,କଳାହାଣ୍ଡି
author img

By

Published : Nov 28, 2019, 6:45 PM IST

ଭବାନୀପାଟଣା: ମୁଖ୍ୟ ଶାସନ ସଚିବଙ୍କ କଳାହାଣ୍ଡି ଗସ୍ତ । କଳାହାଣ୍ଡି ଜିଲ୍ଲା ମୁଖ୍ୟାଳୟ ଭବାନୀପାଟଣା ସହରକୁ ଅଚାନକ ଭାବେ ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଗସ୍ତ କରିଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ପ୍ରଥମେ ଭବାନୀପାଟଣା ସହର ମଧ୍ୟରେ ଥିବା ଆହାର କେନ୍ଦ୍ରକୁ ଯାଇଥିଲେ । ଆହାର କେନ୍ଦ୍ରରେ ଭୋଜନ କରୁଥିବା ଲୋକ ମାନଙ୍କ ସହ ଭୋଜନ କରିଛନ୍ତି । ତାଙ୍କର ଗସ୍ତ ସମୟରେ କଳାହାଣ୍ଡି ଜିଲ୍ଲାପାଳ ଗାଭଳି ପରାଗ ହର୍ଷଦ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବି ଗଙ୍ଗାଧର ଉପସ୍ଥିତ ରହିଥିଲେ । ଏହାପରେ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାର ଉଚ୍ଚପଦସ୍ଥ ଅଧିକାରୀ ମାନଙ୍କ ସହ ଏକ ରୁଦ୍ଧଦ୍ବାର ବୈଠକ କରିଥିଲେ ।

Intro:ମୁଖ୍ୟ ଶାସନ ସଚିବ ଙ୍କ କଳାହାଣ୍ଡି ଗ୍ରସ୍ତ।
କଳାହାଣ୍ଡି ଜିଲ୍ଲା ମୂଖ୍ୟାଳୟ ଭବାନୀପାଟଣା ସହର କୁ ଅଚାନକ ଭାବେ ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଗ୍ରସ୍ତ କରିଛନ୍ତି । Body:ପ୍ରଥମେ ଭବାନୀପାଟଣା ସହର ମଧ୍ୟରେ ଥିବା ଆହାର କେନ୍ଦ୍ରକୁ ଯାଇ ନିଜେ ଆହାର କେନ୍ଦ୍ର ରେ ଭୋଜନ କରୁଥିବା ଲୋକ ମାନଙ୍କ ସହ ଭୋଜନ କରିଛନ୍ତି । ତାଙ୍କର ଗସ୍ତ ସମୟରେ ସାଙ୍ଗରେ କଳାହାଣ୍ଡି ଜିଲ୍ଲାପାଳ ଗାଭଳି ପରାଗ ହର୍ଷଦ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବି ଗଙ୍ଗାଧର ଉପସ୍ଥିତ ରହିଥିଲେ ।Conclusion:ଏହାପରେ ଜିଲ୍ଲା ପାଳଙ୍କ ସମ୍ମିଳନୀ କକ୍ଷ ରେ ଜିଲ୍ଲାର ଉଚ୍ଚ ପଦସ୍ଥ ଅଧିକାରୀ ମାନଙ୍କ ସହ ରୁଦ୍ଧଦ୍ବାର ବୈଠକ ଅନୁଷ୍ଠିତ ହୋଇଥିଲା।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.