ETV Bharat / state

ଟ୍ରକ ପଛରେ ପିଟି ହେଲା ସ୍କୁଟି, 2 ମୃତ

କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ 26ନଂ ଜାତୀୟ ରାଜପଥ ଲାଲପୁଲିଆ ନିକଟରେ ସଡକ ଦୁର୍ଘଟଣା । ରାସ୍ତାକଡରେ ଠିଆ ହୋଇଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଲା ସ୍କୁଟି। 2 ବାଇକ ଆରୋହୀ ମୃତ ।

author img

By

Published : May 2, 2019, 8:30 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

କଳାହାଣ୍ଡି: ସଦର ଥାନା ଅନ୍ତର୍ଗତ 26ନଂ ଜାତୀୟ ରାଜପଥ ଲାଲପୁଲିଆ ନିକଟରେ ସଡକ ଦୁର୍ଘଟଣା । ଦୃତ ଗତିରେ ଆସୁଥିବା ଏକ ସ୍କୁଟି ଟ୍ରକ ପଛପଟେ ବାଡେଇ ହେବା ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀ 2 ଜଣଙ୍କର ମୃତ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ସୂଚନାନୂଯାୟୀ, ରାସ୍ତାକଡରେ ଠିଆ ହୋଇଥିବା ଟ୍ରକ ସହ ଏକ ସ୍କୁଟି ଧକ୍କା ହୋଇଥିଲା । ଫଳରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକଙ୍କ ପରିଚୟ ମିଳି ପାରିନଥିବାବେଳେ ତଦନ୍ତ ଜାରି ରଖିଛି ପୋଲିସ ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:Body:

ggg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.