ETV Bharat / state

ଏନଏସି ନିର୍ବାହୀ ଅଧିକାରୀଙ୍କ ବଦଳି ଦାବିରେ ଗଣଧାରଣା - executive officer

ଅଧିକାରୀଙ୍କ ଅନୁପସ୍ଥିତି ତଥା ମନମୁଖୀ ନିଷ୍ପତ୍ତି ପ୍ରତିବାଦରେ ଏନଏସି ନିର୍ବାହୀ ଅଧିକାରୀଙ୍କ ବଦଳି ଦାବି କରି ଗଣଧାରଣା । ଅଧିକ ପଢନ୍ତୁ...

demonstration
ଏନଏସି ନିର୍ବାହୀ ଅଧିକାରୀଙ୍କ ବଦଳି ଦାବିରେ ଗଣଧାରଣା
author img

By

Published : Jan 19, 2020, 4:03 AM IST

କଳାହାଣ୍ଡି: ଜିଲ୍ଲାର କେସିଙ୍ଗା ଏନଏସି ସମ୍ମୁଖରେ ଗଣଧାରଣା। ଏନଏସି ନିର୍ବାହୀ ଅଧିକାରୀ ବିଶ୍ବମ୍ବର ମିଶ୍ରଙ୍କ ବଦଳି ଦାବିରେ ଏହି ଧାରଣା ଦିଆଯାଇଛି। ଦୀର୍ଘ ଦିନ ଧରି କେସିଙ୍ଗା ଏନଏସିର ନିର୍ବାହୀ ଅଧିକାରୀ ଭାବରେ ରହି ଏକଛତ୍ରବାଦ ଶାସନ ସହ ଜନ ମଙ୍ଗଳକାରୀ କାର୍ଯ୍ୟରେ ବାଧା ଦେଉଥିବା ସାଧାରଣ ଲୋକେ ଅଭିଯୋଗ କରିଛନ୍ତି।

ଏନଏସି ନିର୍ବାହୀ ଅଧିକାରୀଙ୍କ ବଦଳି ଦାବିରେ ଗଣଧାରଣା

ଅଧିକାରୀଙ୍କ ଅନୁପସ୍ଥିତି ତଥା ମନମୁଖୀ ନିଷ୍ପତ୍ତି ପ୍ରତିବାଦରେ ଲୋକେ ଏହି ଧାରଣା ଦେଇଛନ୍ତି। ନିର୍ବାହୀ ଅଧିକାରୀ ଭବାନୀପାଟଣା ପୌର ପରିଷଦ ତଥା କେସିଙ୍ଗା ଏନଏସି ଦାୟିତ୍ବରେ ରହିଛନ୍ତି ।

ଜିଲ୍ଲାପ୍ରଶାସନ ଏନେଇ ପଦକ୍ଷେପ ଗ୍ରହଣ କରିବାକୁ ଲୋକେ ଦାବି କରିଛନ୍ତି।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନଏସି ସମ୍ମୁଖରେ ରେ ଗଣଧାରଣା । ଏନଏସି ନିର୍ବାହୀ ଅଧିକାରୀ ବିଶ୍ବମ୍ବର ମିଶ୍ର ଙ୍କ ବଦଳି ଦାବି ରେ ଧାରଣା ।ଦୀର୍ଘ ଦିନ ଧରି କେସିଙ୍ଗା ଏନଏସି ର ନିର୍ବାହୀ ଅଧିକାରୀ ଭାବରେ ରହି ଏକଛତ୍ରବାଦ ଶାସନ ସହ ଜନ ମଙ୍ଗଳକାରୀ କାର୍ଯ୍ୟରେ ବାଧା ଦେଉଥିବା ସାଧାରଣ ଲୋକ ଅଭିଯୋଗ କରିଛନ୍ତି। Body:ଅଧିକାରୀ ଙ୍କ ଅନୁପସ୍ଥିତି ତଥା ମନମୁଖୀ ନିଷ୍ପତ୍ତି ପ୍ରତିବାଦରେ ସାଧାରଣ ଲୋକ ଏନଏସି ସମ୍ମୁଖରେ ଗଣଧାରଣା ରେ ବସିଛନ୍ତି । ନିର୍ବାହୀ ଅଧିକାରୀ ଭବାନୀପାଟଣା ପୌର ପରିଷଦ ତଥା କେସିଙ୍ଗା ଏନଏସି ଦାୟିତ୍ବ ରେ ରହିଛନ୍ତି । Conclusion:ଜିଲ୍ଲା ପ୍ରଶାସନ ଏନେଇ ପଦକ୍ଷେପ ଗ୍ରହଣ କରିବାକୁ ଲୋକେ ଦାବି କରିଛନ୍ତି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.