ETV Bharat / state

ଶିଶୁ ସୁରକ୍ଷା ଆୟୋଗର ଜନଶୁଣାଣି ପ୍ରସ୍ତୁତି ବୈଠକ - preparatory meeting

ଜନଶୁଣାଣି ନେଇ ପ୍ରସ୍ତୁତି ବୈଠକ । ଜାତୀୟ ଶିଶୁ ସୁରକ୍ଷା ଆୟୋଗ ପକ୍ଷରୁ ଏହି ବୈଠକ ହୋଇଥିଲା । ଆଗକୁ ପଢନ୍ତୁ...

ଜନଶୁଣାଣି ନେଇ ପ୍ରସ୍ତୁତି ବୈଠକ
author img

By

Published : Nov 15, 2019, 10:33 PM IST

ଭବାନୀପାଟଣା: ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜନଶୁଣାଣି ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ । ଜିଲ୍ଳାପାଳଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨୨ ନଭେମ୍ବରରେ ଜାତୀୟ ଶିଶୁ ସୁରକ୍ଷାଆୟୋଗ(ନୂଆଦିଲ୍ଲୀ)ଙ୍କ ପକ୍ଷରୁ ଏକ ଜନଶୁଣାଣି ଶିବିର ଆୟୋଜିତ କରାଯିବ ।

ଜନଶୁଣାଣି ନେଇ ପ୍ରସ୍ତୁତି ବୈଠକ

ଓଡିଶା ଶିଶୁ ସୁରକ୍ଷା ଆୟୋଗ କମିଶନ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ ଓ ସଦସ୍ୟ ହରିହର ନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମ କିପରି ଅନୁଷ୍ଠିତ ହେବ ସେସମ୍ପର୍କରେ ଆଲୋଚନା କରିଥିଲେ ।

ଶିଶୁ ମାନଙ୍କ ପ୍ରତି ହେଉଥିବା ବିଭିନ୍ନ ଅତ୍ୟାଚାରରୁ ମୁକ୍ତ କରିବା ନେଇ ଅଭିଯୋଗ ପତ୍ର ମାଧ୍ୟମରେ ଶିଶୁ ମାନଙ୍କୁ ସେଥିରୁ ମୁକ୍ତ କରିବା ସହିତ ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବା ଏହି ଜନଶୁଣାଣିର ମୁଖ୍ୟ ଉଦେଶ୍ୟ ବୋଲି ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧକ୍ଷା ସୂଚନା ଦେଇଛନ୍ତି।

କଳାହାଣ୍ଡିରୁ ଅଜିତ ସିଂ,ଇଟିଭି ଭାରତ

Intro:ଜାତୀୟ ଶିଶୁ ସୁରକ୍ଷା ଆୟୋଗ ପକ୍ଷରୁ ଏକ ଜନ ଶୁଣାଣି ହେବାକୁ ଥିବା ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।
କଳାହାଣ୍ଡି ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଳାପାଳ ଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨୨ ନଭେମ୍ବର କୁ ହେବାକୁ ଥିବା ଜାତୀୟ ଶିଶୁ ସୁରକ୍ଷା ଆୟୋଗ(ନୂଆଦିଲ୍ଲୀ)ଙ୍କ ତରଫରୁ ଏକ ଜନଶୁଣାଣି ଶିବିରଆୟୋଜନ କରାଯିବ । Body:ଏନେଇ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଓଡିଶା ଶିଶୁ ସୁରକ୍ଷା ଆୟୋଗ କମିଶନ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ ଓ ସଦସ୍ୟ ହରିହର ନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମ କିପରି ଅନୁଷ୍ଠିତ ହେବ ସେସମ୍ପର୍କରେ ଆଲୋଚନା କରିଥିଲେ। Conclusion:ଶିଶୁ ମାନଙ୍କ ପ୍ରତି ହେଉଥିବା ବିଭିନ୍ନ ଅତ୍ୟାଚାର ସମ୍ପର୍କୀତଅଭିଯୋଗ ପତ୍ର କରି ଶିଶୁ ମାନଙ୍କୁ ସେଥିରୁ ମୁକ୍ତ କରିବା ସହିତ ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବା ଏହି ଜନଶୁଣାଣି ର ମୁଖ୍ୟ ଉଦେଶ୍ୟ ବୋଲି ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧକ୍ଷା ସୂଚନା ଦେଇଛନ୍ତି।
ବାଇଟ - ସାଧ୍ୟବତୀ ପ୍ରଧାନ (ଅଧକ୍ଷା,ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ)
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.