ETV Bharat / state

କଳାହାଣ୍ଡିରେ ତିନି ରାଜନୈତିକ ଦଳର ନିର୍ବାଚନୀ ପ୍ରଚାର ଜୋରଦାର - ଓଡିଶା ପଞ୍ଚାୟତ ନିର୍ବାଚନ ପ୍ରଚାର

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ସରଗରମ ରାଜନୀତି । ଗାଁଠୁ ସହର ଏବେ ଚାରିଆଡେ ନିର୍ବାଚନୀ ଆଲୋଚନା । ଜିଲ୍ଲା ପରିଷଦ ଆସନକୁ ନିଜ ଅକ୍ତିଆରରେ ନେବା ପାଇଁ ଲାଗି ପଡିଛନ୍ତି ୩ ପ୍ରମୁଖ ରାଜନୈତିକ ଦଳ । ଅଧିକ ପଢନ୍ତୁ

କଳାହାଣ୍ଡିରେ ତିନି ରାଜନୀତି ଦଳର ନିର୍ବାଚନୀ ପ୍ରଚାର ଜୋରଦାର

author img

By

Published : Feb 11, 2022, 10:38 PM IST

ଭବାନୀପାଟଣା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ସରଗରମ ରାଜନୀତି । ଗାଁଠୁ ସହର ଏବେ ଚାରିଆଡେ ନିର୍ବାଚନୀ ଆଲୋଚନା । ଜିଲ୍ଲା ପରିଷଦ ଆସନକୁ ନିଜ ଅକ୍ତିଆରରେ ନେବା ପାଇଁ ଲାଗି ପଡିଛନ୍ତି ୩ ପ୍ରମୁଖ ରାଜନୈତିକ ଦଳ ।

କଳାହାଣ୍ଡିରେ ତିନି ରାଜନୈତିକ ଦଳର ନିର୍ବାଚନୀ ପ୍ରଚାର ଜୋରଦାର

ଏହାରି ମଧ୍ୟରେ କଳାହାଣ୍ଡି ଜିଲ୍ଲାର ୩୬ଟି ଜିଲ୍ଲା ପରିଷଦ ଆସନ ପାଇଁ ୩ ଦଳ ନିଜ ନିଜ ପ୍ରାର୍ଥୀଙ୍କୁ ନେଇ ଚଳାଇଛନ୍ତି ପ୍ରଚାର । ଜିଲ୍ଲାର କେସିଙ୍ଗା ବ୍ଲକ ୩ ନମ୍ବର ଜିଲ୍ଲା ପରିଷଦ ଜୋନରେ ତ୍ରିମୁଖୀ ଲଢେଇକୁ ନେଇ ଚାଲିଛି ଜୋରଦାର ପ୍ରଚାର । ତେବେ କଂଗ୍ରେସର ପ୍ରଚାର ମଙ୍ଗ ଧରିଛନ୍ତି ଯୁବ ନେତା ସାଗର ଚରଣ ଦାସ ।

ତେବେ ସେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇ ଘରକୁ ଘର ବୁଲି ଭୋଟ ମାଗୁଛନ୍ତି । ଏପଟେ ବିଜେପି ଓ ବିଜେଡି ମଧ୍ୟ ପ୍ରଚାରକୁ ଜୋରଦାର କରିଛନ୍ତି।

କଳାହାଣ୍ଡିରୁ ଅଜିତ୍ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.