ETV Bharat / state

କଳାହାଣ୍ଡି ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ

ଦିନିକିଆ କଳାହାଣ୍ଡି ଗସ୍ତରେ ପୋଲିସ ଡିଜି ଅଭୟ । ଜିଲ୍ଲାରେ ପହଞ୍ଚିବା ପରେ ଭବାନୀପାଟଣା ରିଜର୍ଭ ପୋଲିସ ପଡିଆରେ ଅନୁଷ୍ଠିତ ଆରକ୍ଷୀ ମହାନିର୍ଦ୍ଦେଶକ ପଦକ ପ୍ରଦାନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଅଧିକ ପଢନ୍ତୁ...

କଳାହାଣ୍ଡି ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ
କଳାହାଣ୍ଡି ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ
author img

By

Published : Aug 29, 2021, 3:53 PM IST

ଭବାନୀପାଟଣା: ଆଜି(ରବିବାର) ଦିନିକିଆ କଳାହାଣ୍ଡି ଗସ୍ତରେ ପୋଲିସ ଡିଜି ଅଭୟ । ଜିଲ୍ଲାରେ ପହଞ୍ଚିବା ପରେ ଭବାନୀପାଟଣା ରିଜର୍ଭ ପୋଲିସ ପଡିଆରେ ଅନୁଷ୍ଠିତ ଆରକ୍ଷୀ ମହାନିର୍ଦ୍ଦେଶକ ପଦକ ପ୍ରଦାନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

କଳାହାଣ୍ଡି ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ

ସେଠାରେ କରୋନା ମହାମାରୀ ସମୟରେ ଜୀବନକୁ ବାଜି ଲଗାଇ ମୃତ୍ୟୁବରଣ କରିଥିବା ପୋଲିସ କର୍ମଚାରୀଙ୍କ ପରିବାରଙ୍କୁ ସମ୍ବର୍ଦ୍ଧନା ଦେବା ସହ ପଦକ ପ୍ରଦାନ କରିଥିଲେ ।

କଳାହାଣ୍ଡି ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ
କଳାହାଣ୍ଡି ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ

ଏହା ସହ ୨୨ ଜଣ ପୋଲିସ ଅଧିକାରୀଙ୍କୁ ମାଓ ଦମନ ଓ କୋଭିଡ ସମୟରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ପଦକ ପ୍ରଦାନ କରିଥିବାବେଳେ କଳାହାଣ୍ଡି ଏସ.ପି ଶ୍ରବଣ ବିବେକ, ବଲାଙ୍ଗୀର ଏସ.ପି କୁଲେକ୍ସର ନିତିନଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦେବା ସହ ପଦକ ପ୍ରଦାନ କରିଥିଲେ ପୋଲିସ ଡିଜି ଅଭୟ।

କଳାହାଣ୍ଡି ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ
କଳାହାଣ୍ଡି ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.