କଳାହାଣ୍ଡି: ଭିଜିଲାନ୍ସ ଜାଲରେ ପୋଲିସ ଏଏସଆଇ । ଗୋଳାମୁଣ୍ଡା ଥାନା ଏଏସଆଇ ରାଜ କପୁର ବେହେରା ଭିଜିଲାନ୍ସ ଦ୍ବାରା ଗିରଫ ।
ଏକ ଜମିବାଡ଼ି ସମ୍ବନ୍ଧୀୟ କେସ ପାଇଁ ଡୁଡ଼କେଲ ଗ୍ରାମର ତ୍ରିନାଥ ନାୟକଙ୍କ ଠାରୁ ନେଉଥିଲେ ୧୦ ହଜାର ଟଙ୍କା ଲାଞ୍ଚ । ଆଉ ଠିକ ଏହି ସମୟରେ କଳାହାଣ୍ଡି ଭିଜିଲାନ୍ସ ଟିମ୍ ପୋଲିସ ବାବୁଙ୍କୁ ଗିରଫ କରିଛି ।
କଳାହାଣ୍ଡିରୁ ଅଜିତ୍ ସିଂହ, ଇଟିଭି ଭାରତ