ETV Bharat / state

ବ୍ଲକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ

ଗଣତାନ୍ତ୍ରିକ ମୁଲ୍ୟବୋଧକୁ ଜଳାଞ୍ଜଳୀ ଦେଇ ଏକଛତ୍ରବାଦ ଶାସନ ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି ସମିତି ସଭ୍ୟ । ସାଥୀରେ ଆଗତ କରିଛନ୍ତି ଅନାସ୍ଥା ପ୍ରସ୍ତାବ ।

author img

By

Published : Sep 18, 2019, 5:03 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

କଳାହାଣ୍ଡି: ନୀତି ନିୟମକୁ ବେଖାତିର କରି ନିଜ ଇଚ୍ଛା ଅନୁଯାୟୀ କାର୍ଯ୍ୟ କରିବା ଓ ଅର୍ଥ ହେରଫେର କରିବା ଅଭିଯୋଗରେ ବ୍ଲକ ଅଧ୍ୟକ୍ଷ ଓ ଉପ-ଅଧ୍ୟକ୍ଷଙ୍କ ବିରୋଧରେ ଆଗତ ହୋଇଛି ଅନାସ୍ଥା ପ୍ରସ୍ତାବ ।

PHOTO
ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ଏମିତି ଏକ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅଧ୍ୟକ୍ଷ ଓ ଉପ-ଅଧ୍ୟକ୍ଷଙ୍କ ବିରୋଧରେ । ଉଭୟଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣି ବ୍ଲକର ସମସ୍ତ ପଞ୍ଚାୟତର ସମିତି ସଭ୍ୟମାନେ ଜିଲ୍ଲାପାଳଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:ବ୍ଲକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ବିରୋଧ ରେ ଅନାସ୍ଥା ପ୍ରସ୍ତାବ ଆଗତ।
କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅଧ୍ୟକ୍ଷ ଶାନ୍ତି ମାଝୀ ଓ ଉପାଧ୍ୟକ୍ଷ ଗୋବିନ୍ଦ ପ୍ରଧାନୀ ବିରୋଧରେ ଆଜି ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି। ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ରେ ଉଭୟଙ୍କ ଅନୈତିକ କାର୍ଯକଳାପ ଓ ଏକଛତ୍ରବାଦ ନେତ୍ରୁତ୍ବ ଯୋଗୁଁ ଜିଲ୍ଲାପାଳ ଙ୍କ ନିକଟରେ ସମିତି ସଭ୍ୟ ମାନେ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି।
ବାଇଟ-ମାନରଞ୍ଜନ ନାଏକ(ସମିତିସଭ୍ୟ ଥୁଅମୂଳ ରାମପୁର ପଞ୍ଚାୟତ)
ବାଇଟ-ବାଜରା ଭୋଇ(ସମିଟିସଭ୍ୟ ଗୋପାଳପୁର ପଞ୍ଚାୟତ)Body:ବ୍ଲକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ବିରୋଧ ରେ ଅନାସ୍ଥା ପ୍ରସ୍ତାବ ଆଗତ।
କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅଧ୍ୟକ୍ଷ ଶାନ୍ତି ମାଝୀ ଓ ଉପାଧ୍ୟକ୍ଷ ଗୋବିନ୍ଦ ପ୍ରଧାନୀ ବିରୋଧରେ ଆଜି ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି। ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ରେ ଉଭୟଙ୍କ ଅନୈତିକ କାର୍ଯକଳାପ ଓ ଏକଛତ୍ରବାଦ ନେତ୍ରୁତ୍ବ ଯୋଗୁଁ ଜିଲ୍ଲାପାଳ ଙ୍କ ନିକଟରେ ସମିତି ସଭ୍ୟ ମାନେ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି।
ବାଇଟ-ମାନରଞ୍ଜନ ନାଏକ(ସମିତିସଭ୍ୟ ଥୁଅମୂଳ ରାମପୁର ପଞ୍ଚାୟତ)
ବାଇଟ-ବାଜରା ଭୋଇ(ସମିଟିସଭ୍ୟ ଗୋପାଳପୁର ପଞ୍ଚାୟତ)Conclusion:ବ୍ଲକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ବିରୋଧ ରେ ଅନାସ୍ଥା ପ୍ରସ୍ତାବ ଆଗତ।
କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅଧ୍ୟକ୍ଷ ଶାନ୍ତି ମାଝୀ ଓ ଉପାଧ୍ୟକ୍ଷ ଗୋବିନ୍ଦ ପ୍ରଧାନୀ ବିରୋଧରେ ଆଜି ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି। ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ରେ ଉଭୟଙ୍କ ଅନୈତିକ କାର୍ଯକଳାପ ଓ ଏକଛତ୍ରବାଦ ନେତ୍ରୁତ୍ବ ଯୋଗୁଁ ଜିଲ୍ଲାପାଳ ଙ୍କ ନିକଟରେ ସମିତି ସଭ୍ୟ ମାନେ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି।
ବାଇଟ-ମାନରଞ୍ଜନ ନାଏକ(ସମିତିସଭ୍ୟ ଥୁଅମୂଳ ରାମପୁର ପଞ୍ଚାୟତ)
ବାଇଟ-ବାଜରା ଭୋଇ(ସମିଟିସଭ୍ୟ ଗୋପାଳପୁର ପଞ୍ଚାୟତ)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.