ETV Bharat / state

କଳାହାଣ୍ଡିରେ ୨୫୦୦ ପାର କଲା ଆକ୍ରାନ୍ତ ସଂଖ୍ୟା

author img

By

Published : Sep 19, 2020, 7:18 AM IST

Updated : Sep 19, 2020, 10:34 AM IST

ରାଜ୍ୟରେ ଦୈନିକ 4 ହଜାରରୁ ଅଧିକ କୋରୋନା ମାମଲା ଚିହ୍ନଟ ହେଉଛି । କଳାହାଣ୍ଡିରେ ଦିନକୁ ଦିନ ଘାତକ ହେଉଛି ମହାମାରୀ । ବର୍ତ୍ତମାନ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 2500 ପାର କରିଛି । ଅଧିକ ପଢନ୍ତୁ...

କଳାହାଣ୍ଡିରେ ୨୫୦୦ ପାର କଲା ଆକ୍ରାନ୍ତ ସଂଖ୍ୟା
କଳାହାଣ୍ଡିରେ ୨୫୦୦ ପାର କଲା ଆକ୍ରାନ୍ତ ସଂଖ୍ୟା

ଭବାନୀପାଟଣା: ଜିଲ୍ଲାରେ ସଂକ୍ରମଣ ମାମଲା 2 ହଜାର ପାର । ଶୁକ୍ରବାର 77 ଆକ୍ରାନ୍ତ ଚିହ୍ନଟ ପରେ ସଂକ୍ରମଣ ମାମଲା 2575 ଛୁଇଁଛି । ସଂକ୍ରମିତଙ୍କ ମଧ୍ୟରୁ ୧୨୦୬ ଜଣ ସୁସ୍ଥ ହୋଇଛନ୍ତି ଓ ୧ ହଜାର ୩୬୯ ଜଣ ଜିଲ୍ଲାର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଜିଲ୍ଲାରେ ଆକ୍ରାନ୍ତଙ୍କ ବୃଦ୍ଧି ଏବେ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାସ୍ଥ୍ୟ କର୍ମୀମାନେ ଘରକୁ ଘର ଯାଇ କୋରୋନା ସର୍ଭେ ପ୍ରକ୍ରିୟା ଜାରି ରଖିଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Last Updated : Sep 19, 2020, 10:34 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.