ETV Bharat / state

ପୁଣି ଅଲୋଡ଼ା ଶିଶୁ କନ୍ୟା: ପୋଲ କଡ଼ରୁ ନବଜାତ ମୃତ ଶିଶୁ କନ୍ୟା ଉଦ୍ଧାର

author img

By

Published : Apr 8, 2021, 2:17 PM IST

ପୁଣି ଅଲୋଡା ହେଲା ଶିଶୁ କନ୍ୟା । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଘୋଡାଘାଟ ଛକ ପୋଲ ସାଇଡରୁ ଏକ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର । ଅଧିକ ପଢନ୍ତୁ...

ପୁଣି ଅଲୋଡ଼ା ଶିଶୁ କନ୍ୟା: ପୋଲ କଡ଼ରୁ ନବଜାତ ମୃତ ଶିଶୁ କନ୍ୟା ଉଦ୍ଧାର
ପୁଣି ଅଲୋଡ଼ା ଶିଶୁ କନ୍ୟା: ପୋଲ କଡ଼ରୁ ନବଜାତ ମୃତ ଶିଶୁ କନ୍ୟା ଉଦ୍ଧାର

ଭବାନୀପାଟଣା: ପୁଣି ଅଲୋଡା ହେଲା ଶିଶୁ କନ୍ୟା । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଘୋଡାଘାଟ ଛକ ପୋଲ ସାଇଡରୁ ଏକ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

ସେପଟେ ନିକଟରେ ମାଣିକେଶ୍ଵରୀ ମଲ୍ଟି ଘରୋଇ ହସ୍ପିଟାଲ ରହିଥିବା ଯୋଗୁଁ ପୋଲିସ ହସ୍ପିଟାଲରୁ ଆରମ୍ଭ କରିଛି ତଦନ୍ତ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.