ETV Bharat / state

କଳାହାଣ୍ଡିରେ ୪୭ ନୂଆ ଆକ୍ରାନ୍ତ, କୋରୋନା ସଂଖ୍ୟା ୪ ହଜାରକୁ ବୃଦ୍ଧି - ଅସମ୍ଭାଳ କୋରୋନା ସ୍ଥିତି

କଳାହାଣ୍ଡି ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ବୁଧବାର ଜିଲ୍ଲାରେ ପୁଣି ୪୭ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ଅତିକ୍ରମ କରିସାରିଛି । ଅଧିକ ପଢନ୍ତୁ...

more 47 corona case identify in kalahandi, total case rises to 4000
ଅସମ୍ଭାଳ କୋରୋନା ସ୍ଥିତି, କଳାହାଣ୍ଡିରେ ୪୭ ନୂଆ ଆକ୍ରାନ୍ତ ସହ ମୋଟ ୪ ହଜାରକୁ ବୃଦ୍ଧି
author img

By

Published : Oct 14, 2020, 10:49 PM IST

ଭବାନୀପାଟଣା: ରାଜ୍ୟରେ ବଢ଼ିବାରେ ଲାଗିଛି କୋରୋନା କାୟା। ଅସମ୍ଭାଳ ହେଉଛି ସ୍ଥିତି। ଏପଟେ କଳାହାଣ୍ଡି ଜିଲ୍ଲାରେ ମଧ୍ୟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଲୋକାଲରେ ରୋଗୀଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ମୁଖ୍ୟତଃ ଭବାନୀପାଟଣା ସହରରେ ଗୋଷ୍ଠୀ ସଂକ୍ରମଣ ହୋଇସାରିଥିବା ବୁଦ୍ଧିଜୀବୀ କହୁଥିବାବେଳେ ପ୍ରଶାସନ ପାଇଁ ଏହା ଏବେ ଚିନ୍ତାର କାରଣ ସାଜିଛି। ସେପଟେ ସାଧାରଣ ଲୋକେ ମଧ୍ୟ ଏନେଇ ଆତଙ୍କିତ।

ଅସମ୍ଭାଳ କୋରୋନା ସ୍ଥିତି, କଳାହାଣ୍ଡିରେ ୪୭ ନୂଆ ଆକ୍ରାନ୍ତ ସହ ମୋଟ ୪ ହଜାରକୁ ବୃଦ୍ଧି

ବୁଧବାର ଜିଲ୍ଲାରେ ପୁଣି ୪୭ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ଅତିକ୍ରମ କରିସାରିଛି । ଏମାନଙ୍କ ମଧ୍ୟରୁ ୩ ହଜାର ୧୪୬ ଜଣ ସୁସ୍ଥ ହୋଇଛନ୍ତି ଓ ୧ ହଜାର ୧୯୫ ଜଣ ଜିଲ୍ଲାର ବିଭିନ୍ନ କୋଭିଡ ହସ୍ପିଟାଲ ଓ ହୋମ ଆଇସୋଲେସନରେ ଚିକିତ୍ସାଧୀନ ଅଛନ୍ତି।

ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବାସ୍ଥ୍ୟକର୍ମୀ ମାନେ ଘରକୁ ଘର ଯାଇ କୋରୋନା ସର୍ଭେ ପ୍ରକ୍ରିୟା ଜାରି ରଖିଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.