ETV Bharat / state

ଦାଦନ ଶ୍ରମିକ ନିଖୋଜ, ଥାନାରେ ଏତଲା

ଦାଦନ ଖଟିବାକୁ ଗୋଆରେ ନିଖୋଜ ଶ୍ରମିକ । ଥାନାର ଦ୍ବାରସ୍ଥ ହେଲେ ପରିବାର ଲୋକେ । କଳାହାଣ୍ଡିର ଜଗନ୍ନାଥ ରାଉତ ଦାଦନ ଖଟିବାକୁ ନିଖୋଜ ହୋଇ ଯାଇଛନ୍ତି ।

author img

By

Published : Jan 4, 2020, 11:39 PM IST

migrant labour missing
ଦାଦନ ଶ୍ରମିକ ନିଖୋଜ, ଥାନାରେ ଏତଲା

ଭବନୀପାଟଣା: ଦାଦନ ଖଟିବାକୁ ଯାଇ ଯୁବକ ନିଖୋଜ । ଗୋଆକୁ ଦାଦନ ଖଟିବାକୁ ଯାଇ ପୁଅ ନିଖୋଜ ହେବା ପରେ ଥାନାରେ ଅଭିଯୋଗ କରିଛନ୍ତି ବାପା । ଏଭଳି ଅଭିଯୋଗ ଆସିଛି କଳାହାଣ୍ଡିରୁ। ଜିଲ୍ଲାର ଜୟପାଟଣା ବ୍ଲକ ଅନ୍ତର୍ଗତ ବନ୍ଧପଡା ଗାଁର ଶଙ୍କର ରାଉତଙ୍କ ପୁଅ ଜଗନ୍ନାଥ ରାଉତ ଦାଦନ ଖଟିବାକୁ ଗତ 2018ରୁ ଗୋଆ ଯାଇଥିଲେ । ହେଲେ ଗତ କିଛି ଦିନ ହେବ ତାଙ୍କ ସହ କୌଣସି ଯୋଗାଯୋଗ ନହୋଇ ପାରିବାରୁ ଥାନାର ଦ୍ବାରସ୍ଥ ହୋଇଛନ୍ତି ପରିବାର ଲୋକେ। ଏତଲା ପାଇବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ।

ଦାଦନ ଶ୍ରମିକ ନିଖୋଜ, ଥାନାରେ ଏତଲା

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

Intro:ଦାଦନ ଶ୍ରମିକ ନିଖୋଜ, ଥାନା ରେ ଏତଲା।

କଳାହାଣ୍ଡି ଜିଲ୍ଲାକୁ ଏବେ ଜାବୁଡି ଧରିଛି ଦାଦନ ସମସ୍ୟା । କେତେବେଳେ କଳାହାଣ୍ଡିର ଶ୍ରମିକ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇ ହାତଗୋଡ଼ କାଟି ହୋଇ ଫେରୁଛି ତ, କେତେବେଳେ ଶବ ହୋଇ ଫେରୁଛି। କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଚିର୍କା ( ବନ୍ଧପଡା ) ର ଶଙ୍କର ରାଉତଙ୍କ ପୁଅ ଜଗନ୍ନାଥ ରାଉତ (୨୩) ନିଜର ବାହାଘର ଖର୍ଚ୍ଚ ପାଇଁ ଦୁଇ ପଇସା ଆଣିଲେ ବାହାହେବି ବୋଲି ଗତ ୨୦୧୮ ମସିହା ମାର୍ଚ୍ଚ ମାସରେ ରାଜ୍ୟ ବାହାର ଗୋଆକୁ ଦାଦନ ଖଟିବାକୁ ଯାଇ ପରିବାର ପ୍ରତିପୋଷଣ କରୁଥିଲେ। Body:ହେଲେ ଗତ କିଛିଦିନ ହେବ ଦିନେଷ ସହ କୋଣସି ଯୋଗାଯୋଗ ନହେବାରୁ ପରିବାର ଲୋକେ ଏନେଇ ଥାନା ରେ ଅଭିଯୋଗ କରିଛନ୍ତି। ଜୟପାଟଣା ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି।
Conclusion:ବାଇଟ-ଶନଙ୍କର ରାଉତ (ଦିନେଷ ଙ୍କ ବାପା)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.