ETV Bharat / state

କଳାହାଣ୍ଡି ତ୍ରିଲୋଚନପୁରରେ ମାଓ ପୋଷ୍ଟର - Mao poster

କଳାହାଣ୍ଡିରେ ପୁଣିଥରେ ନିଜର ଉପସ୍ଥିତି ଜାହିର କରିବାକୁ ଯୋରଦାର ଉଦ୍ୟମ କରୁଛନ୍ତି ଲାଲବାହୀନି । ଆଜି ପୋଷ୍ଟର ମାଧ୍ୟମରେ ଦାବି ରଖିଛନ୍ତି ...

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି
author img

By

Published : Oct 17, 2019, 11:45 PM IST

କଳାହାଣ୍ଡି: କଳାହାଣ୍ଡି ତ୍ରୀଲୋଚନପୁରରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ବିଜେପୁର ଥାନା ଅନ୍ତର୍ଗତ ତ୍ରିଲୋଚନପୁର ଠାରୁ ଆମଗୁଡାକୁ ସଂଯୋଗ କରୁଥିବା ଥିବା ରାସ୍ତାରେ ଆଜି ଏକ ମାଓବାଦୀଙ୍କ ବ୍ୟାନର ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ବ୍ୟାନରରେ ପଞ୍ଚୟାତରେ ଚାଲିଥିବା ଅସ୍ଥାୟୀ ସିଆରପିଏଫ କ୍ୟାମ୍ପକୁ ବନ୍ଧ କରିବା, ଫାସିବାଦୀ ନୀତିକୁ ଦମନ ବନ୍ଦ କରିବା, ମାଓବାଦୀ ବିପ୍ଲବୀଙ୍କୁ ମିଛଗୁଳି ବିନିମୟ ରେ ହତ୍ୟା କରିବା ବନ୍ଦ କରାଯାଉ, କାଶ୍ମୀରବାସୀଙ୍କ ଉପରେ ଜୁଳୁମ ବନ୍ଦ କର, ଲାଞ୍ଜିଗଡ ଜନତାଙ୍କୁ ରାତି ଅଧିଆ ଗିରଫ କରିବା ବନ୍ଦ କରାଯାଉ ବୋଲି ଉଲ୍ଲେଖ ରହିଛି । ଏହି ବ୍ୟାନର ଓଡିଶା ରାଜ୍ୟ କମିଟି ସିପିଆଇ ମାଓବାଦୀ ଜାରି କରିଥିବା ଉଲ୍ଲେଖ ରହିଛି । ମାଓବାଦୀଙ୍କ ଏହି ବ୍ୟାନର ଲାଗିବାପରେ ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ଜାରି ରହିଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:ତ୍ରିଲୋଚନ ପୁର ରେ ମାଓପୋଷ୍ଟର
ବିଜେପୁର ଥାନା ଅନ୍ତର୍ଗତ ତ୍ରିଲୋଚନପୁର ଠାରୁ ଆମ ଗୁଡା କୁ ସଂଯୋଗ କରୁଥିବା ଥିବା ରାସ୍ତାରେ ଆଜିଏକ ମାଓବାଦୀଙ୍କ ବେନର ଦେଖିବାକୁ ମିଳିଛି ।ବେନର ରେ ପଞ୍ଚୟତ ରେ ଚାଲିଥିବା ଅସ୍ଥାୟୀ ସିଆରପିଏଫ କେମ୍ପ କୁ ବନ୍ଧ କରିବା, ଫାସିବାଦୀ ଦମନ ବନ୍ଦ କରାଯାଉ, Body:ମାଓବାଦୀ ବିପ୍ଲବୀଙ୍କୁ ମିଛଗୁଳି ବିନିମୟ ରେ ହତ୍ୟା କରିବା ବନ୍ଦ କରାଯାଉ, କାଶ୍ମୀରବସି ଙ୍କ ଉପରେ ଜୁଳୁମ ବନ୍ଦ କର, ଲାଞ୍ଜିଗଡ ଜନତାଙ୍କୁ ରାତି ଅଧିଆ ଗିରପ ଦାରି ବନ୍ଦ କରାଯାଉ ଓ ଫସିବାଦୀ ଦମାନକୁ ଦୁରେଇବା ପାଇଁ ଜନଯୁଦ୍ଧକୁ ତୀବ୍ରତର କର ବୋଲି ବେନର ରେ ଉଲେଖ ରହିଛି ।Conclusion:ଏହି ବେନର ଓଡିଶା ରାଜ୍ୟ କମିଟି ସିପିଆଇ ମାଓବାଦୀ ଜାରି କରିଥିବା ଉଲ୍ଲେଖ ରହିଛି ।ମାଓବାଦୀଙ୍କ ଏହି ବେନର ଲାଗିବାପରେ ଅଂଚଳରେ ଏକପ୍ରକାର କକୁଆଭୟ ଜାରି ରହିଥିବା ଜଣାପଡିଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.