ETV Bharat / state

Panchayat Election: ଚତୁର୍ଥ ଦିନରେ କଳାହାଣ୍ଡିରେ ନାମାଙ୍କନ ଭରିଲେ ୨୪୫୩ ପ୍ରାର୍ଥୀ - କଳାହାଣ୍ଡିରେ ପଞ୍ଚାୟତ ନିର୍ବାଚନ

ନାମାଙ୍କନପତ୍ର ଦାଖଲର ଚତୁର୍ଥ ଦିନରେ କଳାହାଣ୍ଡି ଜିଲ୍ଲାରେ ପ୍ରାର୍ଥୀପତ୍ର ଦାଖଲେ କଲେ ଆଶାୟୀ ପ୍ରାର୍ଥୀ । ଜିଲ୍ଲା ପରିଷଦ ପାଇଁ ୭୧, ସରପଞ୍ଚ ପଦବୀ ପାଇଁ ୪୭୧ ଓ ସମିତି ସଭ୍ୟ ପାଇଁ ୪୨୨ ଜଣ ନିଜର ନାମାନଙ୍କ ଦାଖଲ କରିଛନ୍ତି। ଅଧିକ ପଢନ୍ତୁ

Panchayat Election: କଳାହାଣ୍ଡିରେ ଚତୁର୍ଥ ଦିନରେ  ନାମାଙ୍କନ ଭରିଲେ ୨୪୫୩ ପ୍ରାର୍ଥୀ

author img

By

Published : Jan 21, 2022, 8:50 AM IST

ଭବାନୀପାଟଣା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ସରଗରମ ରାଜନୀତି । ଗାଁଠୁ ସହର ଏବେ ଚାରିଆଡେ ନିର୍ବାଚନୀ ଆଲୋଚନା। ଜିଲ୍ଲା ପରିଷଦ ଆଶନକୁ ନିଜ ଅକ୍ତିଆରରେ ନେବା ପାଇଁ ଲାଗି ପଡିଛନ୍ତି ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି,ବିଜେପି ଓ କଂଗ୍ରେସ । ଏହାରି ମଧ୍ୟରେ କଳାହାଣ୍ଡି ଜିଲ୍ଲାର ୩୬ ଗୋଟି ଜିଲ୍ଲା ପରିଷଦ ଆଶନ ପାଇଁ ୩ ଦଳ ନିଜ ନିଜ ପ୍ରାର୍ଥୀ ମାନଙ୍କୁ ନେଇ ନାମାନଙ୍କ ଦାଖଲ କରିଛନ୍ତି।

Panchayat Election: କଳାହାଣ୍ଡିରେ ଚତୁର୍ଥ ଦିନରେ ନାମାଙ୍କନ ଭରିଲେ ୨୪୫୩ ପ୍ରାର୍ଥୀ

ସେପଟେ ରାଜନୈତିକ ପାଣିପାଗ ସରପଞ୍ଚ ଓ ସମିତି ସଭ୍ୟ ପଦବୀରେ ମଧ୍ୟ ବେଶ ବାରି ହୋଇ ପଡୁଛି । ଗତକାଲି ଜିଲ୍ଲାରେ ଜିଲ୍ଲା ପରିଷଦ ପଦବୀ ପାଇଁ ୩ ପ୍ରମୁଖ ଦଳ ମାନଙ୍କ ପକ୍ଷରୁ ନାମାନଙ୍କନ ପତ୍ର ଦାଖଲ କରିଛନ୍ତି ୭୧ ଜଣ ପ୍ରାର୍ଥୀ । ସେହି ପରି ସରପଞ୍ଚ ପଦବୀ ପାଇଁ ୪୭୧ ଜଣ ପ୍ରାର୍ଥୀ ନାମାନଙ୍କ ପତ୍ର ଦାଖଲ କରିଥିବା ବେଳେ ସମିତି ସଭ୍ୟ ପାଇଁ ୪୨୨ , ୱାର୍ଡ ମେମ୍ବର ପାଇଁ ୧୪ ୮୯ ଜଣ ପ୍ରାର୍ଥୀ ନିଜର ନାମାନଙ୍କ ଦାଖଲ କରିଛନ୍ତି । ଜିଲ୍ଲାର ସମସ୍ତ ବ୍ଲକରେ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରାର୍ଥୀ ନିଜ ନିଜ ନାମାନଙ୍କ ପତ୍ର ଦାଖଲ କରିଛନ୍ତି।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.