ETV Bharat / state

ବାଇକ୍ ଆରୋହୀଙ୍କ ଉପରେ ମାଡିଗଲା ଟ୍ରକ - man dead in accidenty

ସଡ଼କ ଦୁର୍ଘଟଣାରେ ବାଇକ ଆରୋହୀ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କାଷିବାହାଲ୍ ନିକଟରେ । ମୃତକ ବାଇକ ଆରୋହୀ ଜଣକ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା କନ୍ତେର ଗ୍ରାମର ସୁଜିତ୍ ସତନମି ବୋଲି ଜଣାପଡିଛି ।

accidnt
ସଡ଼କ ଦୁର୍ଘଟଣାରେ ବାଇକ୍ ଆରୋହୀ ମୃତ
author img

By

Published : Jan 15, 2020, 9:18 PM IST

କଳାହାଣ୍ଡି: ସଡ଼କ ଦୁର୍ଘଟଣାରେ ବାଇକ୍ ଆରୋହୀ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କାଷିବାହାଲ୍ ନିକଟରେ । ମୃତକ ବାଇକ ଆରୋହୀ ଜଣକ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା କନ୍ତେର ଗ୍ରାମର ସୁଜିତ୍ ସତନମି ବୋଲି ଜଣାପଡିଛି ।

ସଡ଼କ ଦୁର୍ଘଟଣାରେ ବାଇକ୍ ଆରୋହୀ ମୃତ

ସୂଚନା ଅନୁଯାୟୀ, ବୁଧବାର ସୁଜିତ୍ ବାଇକ୍ ଯୋଗେ ନିଜ ଗାଁରୁ ଧର୍ମଗଡ଼ ଆସୁଥିଲେ । ସେହି ସମୟରେ କାଷିବାହାଲ୍ ନିକଟରେ ଏକ ଟ୍ରକ ତାଙ୍କ ଉପରେ ଚଢି ଯିବାରୁ ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ଘଟିଛି ।

ତେବେ ଘଟଣା ସ୍ଥଳରେ ପରିବାର ଲୋକେ ପହଞ୍ଚି ମୃତଦେହକୁ ରଖି ରାସ୍ତା ଅବରୋଧ କରିବା ସହ କ୍ଷତିପୂରଣ ଦାବି କରିଛନ୍ତି । ଏପଟେ ଘଟଣା ସ୍ଥଳରେ ଧର୍ମଗଡ଼ ପୋଲିସ ପହଞ୍ଚି ବୁଝାସୁଝା କରିବାକୁ ଚେଷ୍ଟା ଜାରି ରଖିଛି।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

Intro:ସଡ଼କ ଦୁର୍ଘଟଣାରେ ବାଇକ୍ ଆରୋହୀ ମୃତ ।
ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀ ଙ୍କ ମୃତ୍ୟୁ ଘଟିଛି । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା କନ୍ତେର ଗ୍ରାମର ସୁଜିତ୍ ସତନମି ନିଜ OD 08J 3794 Body:ନମ୍ୱର ବାଇକ୍ ଯୋଗେ ନିଜ ଗାଁ ରୁ ଧର୍ମଗଡ଼ ଆସୁଥିବା ସମୟରେ କାଷିବାହାଲ୍ ନିକଟରେ CG 04 JD 9433 ନମ୍ବର ଏକ ଟ୍ରକ ତାଙ୍କ ଉପରେ ଚଢି ଯିବାରୁ ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ଘଟିଛି । Conclusion:ତେବେ ଘଟଣା ସ୍ଥଳରେ ପରିବାର ଲୋକେ ପହଞ୍ଚି ଶବକୁ ରଖି ରାସ୍ତା ଅବରୋଧ କରିବା ସହ କ୍ଷତି ପୁରଣ ଦାବି କରିଛନ୍ତି । ତେବେ ଘଟଣା ସ୍ଥଳରେ ଧର୍ମଗଡ଼ ପୁଲିସ ପହଞ୍ଚି ବୁଝାସୁଝା କରିବାକୁ ଚେଷ୍ଟା ଜାରି ରଖିଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.