ETV Bharat / state

କେରଳରେ କଳାହାଣ୍ଡିର ଦାଦନ ଶ୍ରମିକ ମୃତ

author img

By

Published : Jan 2, 2020, 10:50 PM IST

କେରଳରେ କଳାହାଣ୍ଡିର ଦାଦନ ଶ୍ରମିକ ମୃତ । ମୃତ ଶ୍ରମିକ ଲାଞ୍ଜିଗଡ ମୂଷାନାଳ ଗାଁର ପ୍ରଦୀପ ହରିଜନ ।

kalahandi worker
କେରଳରେ କଳାହାଣ୍ଡିର ଦାଦନ ଶ୍ରମିକ ମୃତ

ଭବାନୀପାଟଣା: କେରଳରେ କଳାହାଣ୍ଡିର ଦାଦନ ଶ୍ରମିକ ମୃତ । ମୃତ ଶ୍ରମିକ ଲାଞ୍ଜିଗଡ ମୂଷାନାଳ ଗାଁର ପ୍ରଦୀପ ହରିଜନ । ସେ ପ୍ରାୟ ଦେଢବର୍ଷ ହେବ କେରଳ ତ୍ରିଶୁଳ ଜିଲ୍ଲା ମାଲକାନକେରି ବ୍ଲକର ବୁରଲକେଲା ଅଞ୍ଚଳରେ କାମ କରୁଥିଲେ ।

କେରଳରେ କଳାହାଣ୍ଡିର ଦାଦନ ଶ୍ରମିକ ମୃତ

ବୁଧବାର ରୁମରେ ଶୋଇଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ । ତେବେ ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ପ୍ରଦୀପଙ୍କ ସମ୍ପର୍କୀୟ କେରଳ ଯାଇଛନ୍ତି ।

କଳାହାଣ୍ଡିରୁ ଅଜିତ୍‌ ସିଂହ, ଇଟିଭି ଭାରତ

Intro:କେରଳ ରେ ଦାଦନ ଶ୍ରମିକ ମୃତ।
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ମୂଷାନାଳ ଗାଁ ର ପ୍ରଦୀପ ହରିଜନ ଗତ ଦେଡ ବର୍ଷ ହେଲା କେରଳ ରାଜ୍ୟରେ ତ୍ରିଶୁଳ ଜିଲ୍ଲାର ମାଲକାନକେରି ବ୍ଲକର ବୁରଲକେଲା ଗ୍ରାମ ଅଂଚଳର ଏକ କମ୍ପାନୀରେ କାମ କରୁଥିଲା। Body:ଗତକାଲି କାମ ସାରି ନିଜ ରୁମକୁ ଫେରିବା ପରେ ଶୋଇ ଥିବା ଅବସ୍ଥାରେ ଆକସ୍ମିକ ଭାବେ ତାଙ୍କର ମୃତ୍ୟ ହୋଇ ଥିବା ପରିବାର ବର୍ଗ
ସୂଚନା ପାଇଥିଲେ। Conclusion:ପରେ ମୃତ ପ୍ରଦୀପଙ୍କ ସମ୍ପର୍କିୟ କେରଳ ଯାଇଥିବା ସୂଚନା ମିଳିଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.