ETV Bharat / state

କିନ୍ନରଙ୍କ ସାବିତ୍ରୀ ଓଷା

author img

By

Published : Jun 10, 2021, 10:57 PM IST

କଳାହାଣ୍ଡି ଜିଲ୍ଲା ନର୍ଲାରୋଡରେ ସେବାକାରୀ କିନ୍ନର ସଂଘର ସଦସ୍ୟମାନେ ନର୍ଲାରୋଡ ଶିବ ମନ୍ଦିର ସ୍ଥିତ ବଟବୃକ୍ଷ ମୂଳରେ ସାବିତ୍ରୀ ବ୍ରତ ପାଳନ କରୁଥିବା ଦେଖିବାକୁ ମିଳିଥିଲା । ଅଧିକ ପଡନ୍ତୁ...

ନର୍ଲାରୋଡରେ କିନ୍ନରଙ୍କ ସାବିତ୍ରୀ ଓଷା
ନର୍ଲାରୋଡରେ କିନ୍ନରଙ୍କ ସାବିତ୍ରୀ ଓଷା

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ନର୍ଲାରୋଡରେ ସେବାକାରୀ କିନ୍ନର ସଂଘର ସଦସ୍ୟ ମାନେ ଆଜି ନର୍ଲାରୋଡ ଶିବ ମନ୍ଦିର ସ୍ଥିତ ବଟବୃକ୍ଷ ମୂଳରେ ସାବିତ୍ରୀ ବ୍ରତ ପାଳନ କରୁଥିବା ଦେଖିବାକୁ ମିଳିଥିଲା ।

ନର୍ଲାରୋଡରେ କିନ୍ନରଙ୍କ ସାବିତ୍ରୀ ଓଷା

ସଧବା ନାରୀ ନିଜ ସ୍ୱାମୀର ମଙ୍ଗଲ ମନାସୀ ସାବିତ୍ରୀ ପୂଜା କରି ବ୍ରତ ବାନ୍ଧିଥାନ୍ତି । ହେଲେ କିନ୍ନର ମାନେ ନିଜ ପରମ୍ପରା ଅନୁଯାୟୀ ଗୁରୁଙ୍କ ମଙ୍ଗଳ ମନାସୀ, ଗୁରୁଙ୍କ ଦୀର୍ଘାୟୁ କାମନା କରି ସାବିତ୍ରୀ ବ୍ରତ ପାଳନ କରିଛନ୍ତି । ଏହା ଆଜିର ପରମ୍ପରା ନୁହଁ । ଦୀର୍ଘ ଦିନରୁ ଏହି ପରମ୍ପରା ଚାଲି ଆସୁଛି ବୋଲି କିନ୍ନର ମାନେ ପ୍ରକାଶ କରିଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.