ETV Bharat / state

ଛତର ଯାତ୍ରାରେ ସାମିଲ ହେଲେ ଏସପି, ବଜାଇଲେ ଢୋଲ-ନିଶାନ

କଳାହାଣ୍ଡି ଜିଲ୍ଲାର ପ୍ରସିଦ୍ଧ ଛତର ଯାତ୍ରରେ ସାମିଲ ହୋଇଛନ୍ତି କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧର । ଲୋକଙ୍କ ସହ ମିଶି ପାରମ୍ପରିକ ଢୋଲ ନିଶାନ ବାଦ୍ୟ ବଜାଇଛନ୍ତି । ଦେଖନ୍ତୁ ଭିଡିଓ ..

author img

By

Published : Oct 7, 2019, 5:37 PM IST

Updated : Oct 7, 2019, 5:43 PM IST

ଛତର ଯାତ୍ରାରେ ସାମିଲ ହେଲେ ଏସପି

କଳାହାଣ୍ଡି: ଜିଲ୍ଲାର ପ୍ରସିଦ୍ଧ ଛତର ଯାତ୍ରରେ ସାମିଲ ହୋଇଛନ୍ତି କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧର । ଲୋକଙ୍କ ସହ ମିଶି ପାରମ୍ପରିକ ଢୋଲ ନିଶାନ ବାଦ୍ୟ ବଜାଉଥିବା ନଜର ଆସିଛନ୍ତି ଏସପି । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଛତର ଯାତ୍ରାରେ ସାମିଲ ହେଲେ ଏସପି

ଏସପି ନିଜେ ଉପସ୍ଥିତ ରହି ମ’ଙ୍କ ବିଜୟ ପ୍ରତିମା ଛତର ଯାତ୍ରାର ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିଥିବା ବେଳେ ମା’ଙ୍କ ଆଶୀର୍ବାଦ ଭିକ୍ଷା ପାଇଁ ବାଦ୍ୟ ବଜାଇଛନ୍ତି । ମାଆଙ୍କୁ ଜେନା ଖାଲରୁ ମନ୍ଦିର ଅଭିମୁଖେ ପାଛୋଟି ନେଇଛନ୍ତି ।

ତନ୍ତ୍ରମନ୍ତ୍ରରେ ଆବାହନ କରାଯାଉଛି ଜଗତ ଜନନୀ ମା ଦୁର୍ଗାଙ୍କୁ । ଆଉ ପାର୍ବଣ ପାଇଁ ଚଳଚଞ୍ଚଳ ହୋଇପଡିଛି ସାରା କଳାହାଣ୍ଡି ଜିଲ୍ଲା । ମା'ଙ୍କର ପୂଜାପାର୍ବଣ ବର୍ଷ ସାରା ଚାଲିଥିଲେ ବି ଏହି ଛତରଯାତ୍ରା ଦିନ ହିଁ ମାଙ୍କ ବିଜୟ ପ୍ରତିମା ଛତର ଦର୍ଶନ ମିଳିଥାଏ । ଯାହା ବର୍ଷକେ ଥରେ ଅନୁଷ୍ଠିତ ହୋଇଥାଏ ।

କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ

Intro:ଛତର ଯାତ୍ରରେ ପାରମ୍ପରିକ ତୋଲ ନିଶାନ ବାଦ୍ୟ ରେ ଦେଖନ୍ତୁ ନିଜେ କେମିତି ସାମିଲ ହୋଇଥିଲେ କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧର। Body:ଏହି ଭିଡିଓ ଏବେ ଚାରିଆଡେ ଭାଇରାଲ ହୋଇଛି। କଳାହାଣ୍ଡି ଏସପି ନିଜେ ଉପସ୍ଥିତ ରହି ମାଁ ଙ୍କ ବିଜୟ ପ୍ରତିମା ଛତର ଯାତ୍ରା ର Conclusion:ସୁରକ୍ଷା ବ୍ୟବସ୍ଥା କୁ ତଦାରଖ କରିଥିବା ବେଳେ ମାଁ ଙ୍କ ଆଶିର୍ବାଦ ଭିକ୍ଷା ସକାଶେ ବାଦ୍ୟ ବଜେଇ ମାଁ ଙ୍କୁ ଜେନା ଖାଲ ରୁ ମନ୍ଦିର ଅଭିମୁଖେ ପାଛୋଟି ନେଇଥିଲେ।
Last Updated : Oct 7, 2019, 5:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.