ETV Bharat / state

ବରିଷ୍ଠ ସାମ୍ବାଦିକ ମହମ୍ମଦ ଅସଲମଙ୍କୁ ଶ୍ରଦ୍ଧାଞ୍ଜଳି - କଳାହାଣ୍ତି ଖବର

ବରିଷ୍ଠ ସାମ୍ବାଦିକ ମହମ୍ମଦ ଅସଲମକୁ ଶ୍ରଦ୍ଧାଞ୍ଜଳି । ଖଣ୍ଡୁଆଲ ମାଳି ସୁରକ୍ଷା ସମିତି ପକ୍ଷରୁ ଯୁଗସାଇପାଟଣା ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଅଧିକ ପଢନ୍ତୁ

ବରିଷ୍ଠ ସାମ୍ବାଦିକ ମହମ୍ମଦ ଅସଲମଙ୍କୁ ଶ୍ରଦ୍ଧାଞ୍ଜଳି

author img

By

Published : Dec 13, 2021, 10:43 PM IST

ଭବାନୀପାଟଣା : ବରିଷ୍ଠ ସାମ୍ବାଦିକ ମହମ୍ମଦ ଅସଲମକୁ ଶ୍ରଦ୍ଧାଞ୍ଜଳି । ସାମ୍ବାଦିକ ଜଗତର ଜଣେ ଚର୍ଚ୍ଚିତ ନିର୍ଭିକ ଚେହେରା । ଯିଏ ସାଧାରଣ ଲୋକଙ୍କ ସମସ୍ୟାର କଥା ହେଉ ଅବା ଆଦିବାସୀଙ୍କ ହକର କଥା, ଅତି ନିଖୁଣ ଭାବରେ ଉପସ୍ଥାପନ କରୁଥିଲେ। ତାଙ୍କର ଅକାଳ ବିୟୋଗକୁ ନେଇ ଆଜି(ସୋମବାର) ଖଣ୍ଡୁଆଲ ମାଳି ସୁରକ୍ଷା ସମିତି ପକ୍ଷରୁ ଯୁଗସାଇପାଟଣା ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା।

ବରିଷ୍ଠ ସାମ୍ବାଦିକ ମହମ୍ମଦ ଅସଲମଙ୍କୁ ଶ୍ରଦ୍ଧାଞ୍ଜଳି

ଅନୁଷ୍ଠିତ ଶୋକ ସଭାରେ ଅନେକ ଆଦିବାସୀ ଯୋଗ ଦେଇ ମହମ୍ମଦ ଅସଲମଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସ୍ଥାନୀୟ ଅଞ୍ଚଳର ଅନେକ ଆଦିବାସୀ ଯୁଗସାଇପାଟଣା ଠାରେ ଏକ ଶୋଭାଯାତ୍ରାରେ ବାହାରିଥିଲେ । ମହମ୍ମଦ ଅସଲମ ଆମର ରହେ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ପୁରା ପରିବେଶ । ବ

ରିଷ୍ଠ ସାମ୍ବାଦିକ ମହମ୍ମଦ ଅସଲମ ନିଜର ସାମ୍ବାଦିକତା ଜୀବନ ଯାତ୍ରା ଭିତରେ ସବୁ ସମୟରେ ଆଦିବାସୀ ଙ୍କ ଜୀବନ ଜୀବିକା ଓ ଆଦିବାସୀଙ୍କ ଲଡେଇକୁ ନେଇ ତତ୍ପର ରହୁଥିବା ବେଳେ ତାଙ୍କର ଅକାଳ ବିୟୋଗକୁ ନେଇ ନିୟମଗିରି ଆଦିବାସୀଙ୍କ ଠାରୁ ଆରମ୍ଭ କରି ଖଣ୍ଡୁଆଲମାଳି ପାହାଡ଼ରେ ବସବାସ କରୁଥିବା ଆଦିବାସୀ ଆଜି ମର୍ମାହତ।

କଳାହାଣ୍ତିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.