ETV Bharat / state

ସିଏଏ ଓ ଏନଆରସି ବିରୋଧରେ ଶୋଭାଯାତ୍ରା - Mul Nivasi protest against CAA and NCR

ସିଏଏ ଓ ଏନଆରସି ବିରୋଧରେ କଳାହାଣ୍ଡି ଭବାନୀପାଟଣା ଠାରେ ବିକ୍ଷୋଭ ପ୍ରଦର୍ଶନ । ମୂଳ ନିବାସୀ ଓ ସଂଖ୍ୟାଲଘୁ ସମ୍ପ୍ରଦାୟ ପକ୍ଷରୁ ଏହି ଶୋଭାଯାତ୍ରା କରାଯାଇଛି ।

ସିଏଏ ଓ ଏନଆରସି ବିରୋଧରେ  ଶୋଭାଯାତ୍ରା
ସିଏଏ ଓ ଏନଆରସି ବିରୋଧରେ ଶୋଭାଯାତ୍ରା
author img

By

Published : Jan 9, 2020, 2:36 PM IST

ଭବାନୀପାଟଣା: ସିଏଏ ଓ ଏନଆରସି ବିରୋଧରେ କଳାହାଣ୍ଡି ଭବାନୀପାଟଣା ଠାରେ ମୂଳ ନିବାସୀ ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ । ସିଏଏ ଏନଆରସି ଭାରତୀୟ ସମ୍ବିଧାନ ବିରୋଧୀ କରଣ ଧର୍ମ ଆଧାରରେ ଭାରତୀୟ ନାଗରିକତା ପ୍ରଦାନ ସମ୍ବିଧାନ ବିରୋଧୀ ବୋଲି ଆନ୍ଦୋଳନକାରୀ ନିଜ ପ୍ରକାଶ କରିଥିଲେ ।

ସିଏଏ ଓ ଏନଆରସି ବିରୋଧରେ ଶୋଭାଯାତ୍ରା

ଏହି ଶୋଭାଯାତ୍ରାରେ ଶହ ଶହ ମହିଳା ପୁରୁଷ ଯୁବକ ସାମିଲ ହୋଇଥିଲେ । କଳାହାଣ୍ଡି ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଏହି ବିଲର ପ୍ରତିବାଦରେ ସ୍ମାରକୀ ପ୍ରଦାନ କରିଥିଲେ ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:ସିଏଏ ଓ ଏନଆରସି ବିରୋଧ ରେ ଭବାନୀପାଟଣା ଠାରେ ମୁଲ ନିବାସୀ ଓ ସଂଖ୍ୟାଲଘୁ ସଂପ୍ରଦାୟର ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ । ସିଏଏ ଏନଆରସି ଭାରତୀୟ ସମ୍ବିଧାନ ବିରୋଧୀ କରଣ ଧର୍ମ ଆଧାର ରେ ଭାରତୀୟ ନାଗରିକତା ପ୍ରଦାନ ସମ୍ବିଧାନ ବିରୋଧୀ ବୋଲି ଆନ୍ଦୋଳନକାରୀ ନିଜ ପ୍ରକାଶ କରିଥିଲେ । Body:ଏହି ଶୋଭାଯାତ୍ରା ରେ ଶହ ଶହ ମହିଳା ପୁରୁଷ ଯୁବକ ସାମିଲ ହୋଇଥିଲେ । କଳାହାଣ୍ଡି ଜିଲ୍ଲାପାଳ ଙ୍କ ଜରିଆରେ ରାଷ୍ଟ୍ରପତି ଙ୍କୁ ଏହି ବିଲ ର ପ୍ରତିବାଦ ରେ ସ୍ମାରକି ପ୍ରଦାନ କରିଥିଲେ ।
Conclusion:ବାଇଟ-ଆକବର ମହମ୍ମଦ (ଆନ୍ଦୋଳନକାରୀ)

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.