ETV Bharat / state

ବାରହା ଆକ୍ରମଣରେ ଜଣେ ଗୁରୁତର

ଜଙ୍ଗଲରେ କାଠ ସଂଗ୍ରହ କରୁଥିବା ସମୟରେ ବାରହା ଆକ୍ରମଣରେ ଜଣେ ଗୁରୁତର ଆହତ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

author img

By

Published : Sep 12, 2019, 11:45 PM IST

ଫଟୋ ସୌଜନ୍ୟ : ସମ୍ବାଦଦାତା,କଳାହାଣ୍ଡି

କଳାହାଣ୍ଡି : ଗୋଲାମୁଣ୍ଡା ବ୍ଳକ୍ ଅନ୍ତର୍ଗତ ଧାମନପୁର ପଞ୍ଚାୟତ ଜାମଗୁଡାବାହାଲ ଗ୍ରାମର ବିଦେଶୀ ମଲିକ ବାରହା ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ବିଦେଶୀ ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ କରିବା ପାଇଁ ଯାଇଥିଲେ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,କଳାହାଣ୍ଡି

ଜଙ୍ଗଲରେ କାଠ ସଂଗ୍ରହ କରୁଥିବା ବେଳେ ଏକ ଜଙ୍ଗଲୀ ବାରହା ଅତର୍କିତ ଭାବରେ ପଛପଟୁ ଆକ୍ରମଣ କରିଥିଲା । ବାରହାର ଆକ୍ରମଣରେ ବିଦେଶୀ ଗୁରୁତର ଆହତ ହୋଇଛନ୍ତି । ତାଙ୍କର ଜଙ୍ଘ ଓ ହାତରେ ଗଭୀର ଆଘାତ ଲାଗିଛି । ଏହି ସମୟରେ ଅନ୍ୟ ମାନେ ଖବରପାଇ ଗୁରୁତର ଅବସ୍ଥାରେ ଉଦ୍ଧାର କରି ତାଙ୍କୁ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

Intro:ବାରହା ଆକ୍ରମଣରେ ଜଣେ ଗୁରୁତର।

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଳକ୍ ଅନ୍ତର୍ଗତ ଧାମନପୁର ପଞ୍ଚାୟତ ଜାମଗୁଡାବାହାଲ ଗ୍ରାମର ଵିଦେଶି ମଲିକ ବାରହା ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି। ମିଲିଥିବା ସୂଚନା ମୁତାବକ ଵିଦେଶି ଜଙ୍ଗଲ କୁ ଆଜି ଜାଳେଣି କାଠ ସଂଗ୍ରହ କରିବା ପାଇଁ ଯାଇଥିଲେ। Body:ଜଙ୍ଗଲ ରେ କାଠ ସଂଗ୍ରହ କରୁଥିବା ବେଳେ ଏକ ଜଙ୍ଗଲୀ ବାରହା ଅତର୍କିତ ଭାବରେ ପଛପଟୁ ଆକ୍ରମଣ କରିଥିଲା। ଆକ୍ରମଣରେ ଵିଦେଶି ଗୁରୁତର ଆହତ ହୋଇଥିଲେ। Conclusion:ଏହି ସମୟରେ ଅନ୍ୟ ମାନେ ଖବରପାଇ ଗୁରୁତର ଅବସ୍ଥାରେ ଉଦ୍ଧାର କରି ତାଙ୍କୁ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.