ETV Bharat / state

କଳାହାଣ୍ଡି ଚାଷୀଙ୍କୁ ଘାରିଛି ବିହନ ଚିନ୍ତା, ମିଳୁନି ସରକାରୀ ବିହନ - କଳାହାଣ୍ଡି ଖବର

କଳାହାଣ୍ଡି ଜିଲ୍ଲାରେ ଚାଷୀଙ୍କୁ ଆବଶ୍ୟକ ମୁତାବକ ମିଳିନାହିଁ ସରକାରୀ ବିହନ । ଧର୍ମଗଡ଼ କୃଷି ଜିଲ୍ଲାରେ ୨୭ ଲକ୍ଷ କ୍ବିଣ୍ଟାଲ ବିହନ ବଦଳରେ ମିଳିଛି ମାତ୍ର ୯ ଲକ୍ଷ କ୍ବିଣ୍ଟାଲ ବିହନ । ଯାହା ଚାଷୀଙ୍କ ଚିନ୍ତା ବଢାଇଛି । ଅଧିକ ପଢନ୍ତୁ...

Kalahandi farmers are worried about seeds
କଳାହାଣ୍ଡି ଚାଷୀଙ୍କୁ ଘାରିଛି ବିହନ ଚିନ୍ତା, ମିଳୁନି ସରକାରୀ ବିହନ
author img

By

Published : Jul 4, 2020, 4:06 PM IST

Updated : Jul 4, 2020, 8:55 PM IST

ଭବାନୀପାଟଣା: ଚଳିତ ବର୍ଷ ଜିଲ୍ଲାରେ ସ୍ବାଭାବିକ ଠାରୁ 25 ପ୍ରତିଶତ ଅଧିକ ବର୍ଷା ହୋଇଛି । ଏଥିସହ ଚାଷ କାମ ପାଇଁ ପାଗ ଅନୁକୂଳ ଥିବାବେଳେ ଜମି ମଧ୍ୟ ପ୍ରସ୍ତୁତ କରିସାରିଛି ଚାଷୀ । ହେଲେ କଳାହାଣ୍ଡି ଜିଲ୍ଲାରେ ଚାଷୀଙ୍କୁ ଆବଶ୍ୟକ ମୁତାବକ ମିଳିନାହିଁ ସରକାରୀ ବିହନ । ଧର୍ମଗଡ଼ କୃଷି ଜିଲ୍ଲାରେ ୨୭ ଲକ୍ଷ କ୍ବିଣ୍ଟାଲ ବିହନ ବଦଳରେ ମିଳିଛି ମାତ୍ର ୯ ଲକ୍ଷ କ୍ବିଣ୍ଟାଲ ବିହନ । ଯାହା ଚାଷୀଙ୍କ ଚିନ୍ତା ବଢାଇଛି ।

କଳାହାଣ୍ଡି ଚାଷୀଙ୍କୁ ଘାରିଛି ବିହନ ଚିନ୍ତା, ମିଳୁନି ସରକାରୀ ବିହନ
Kalahandi farmers are worried about seeds
କଳାହାଣ୍ଡି ଚାଷୀଙ୍କୁ ଘାରିଛି ବିହନ ଚିନ୍ତା, ମିଳୁନି ସରକାରୀ ବିହନ

ସୂଚନାନୁସାରେ, ଧର୍ମଗଡ଼ ବ୍ଲକକୁ ୯ ହଜାର କ୍ବିଣ୍ଟାଲ ବିହନ ଆବଶ୍ୟକ ଥିବାବେଳେ ଆସିଛି ମାତ୍ର ୩୮୫୧ କ୍ବିଣ୍ଟାଲ ବିହନ । ସେହିପରି ଗୋଲାମୁଣ୍ଡା ବ୍ଲକକୁ ୧୦ ହଜାର ବଦଳରେ ମାତ୍ର ୨.୫ ହଜାର କ୍ବିଣ୍ଟାଲ ଏବଂ କୋକସରା ବ୍ଲକକୁ ୨୮୧୭ କ୍ବିଣ୍ଟାଲ ଧାନ ବିହନ ମିଳିଛି । ଫଳରେ ବାଧ୍ୟ ହୋଇ ଚଢ଼ା ଦରରେ ବିହନ କିଣୁଛି ଚାଷୀ ।

ସୂଚନାନୁସାରେ, ଚଳିତବର୍ଷ ୧ ଲକ୍ଷ ୧୨ ହଜାର ୨୨୭ ହେକ୍ଟର ଜମିରେ ଧାନ ଓ ଅଣ ଧାନ ଚାଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Last Updated : Jul 4, 2020, 8:55 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.