ETV Bharat / state

କୋରୋନା କବଳରୁ ମୁକ୍ତି ପାଇଁ ସାନିଟାଇଜ ହେଲା ଜୟପାଟଣା ସହର - ଜୟପାଟଣା ସହରରେ ସାନିଟାଇଜେସନ

କଳାହାଣ୍ଡି ଜିଲ୍ଲା ଜୟପାଟଣା ସହର ସମେତ ସହରର ସ୍ବାସ୍ଥ୍ୟକେନ୍ଦ୍ରକୁ ଶନିବାର ସାନିଟାଇଜ କରିଛନ୍ତି ଅଗ୍ନିଶମ ବିଭାଗ କର୍ମଚାରୀ ।

sanitization to get rid of corona, kalahandi latest news, sanitization in kalahandi, sanitization in jayapatna, cities being sanitized for cororna, କୋରୋନାରୁ ମୁକ୍ତି ପାଇଁ ସାନିଟାଇଜେସନ, କଳାହାଣ୍ଡି ଲାଟେଷ୍ଟ ନ୍ୟୁଜ୍‌, କଳାହାଣ୍ଡିରେ ସାନିଟାଇଜେସନ, ଜୟପାଟଣା ସହରରେ ସାନିଟାଇଜେସନ, କୋରୋନା ପାଇଁ ସାନିଟାଇଜ ହେଉଛି ସହର
କୋରୋନା କବଳରୁ ମୁକ୍ତି ପାଇଁ ସାନିଟାଇଜ ହେଲା ଜୟପାଟଣା ସହର
author img

By

Published : Apr 25, 2020, 9:24 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜୟପାଟଣା ସହର ସମେତ ସହରର ସ୍ବାସ୍ଥ୍ୟକେନ୍ଦ୍ରକୁ ଶନିବାର ସାନିଟାଇଜ କରିଛନ୍ତି ଅଗ୍ନିଶମ ବିଭାଗ କର୍ମଚାରୀ । କୋରୋନା ମୁକାବିଲା ନେଇ ସହରଠୁ ଗ୍ରାମାଞ୍ଚଳ ସବୁଠି ଏକ ଅଜଣା ଭୟର ବାତାବରଣ ଦେଖିବାକୁ ମିଳୁଛି । ଏପରି ସ୍ଥିତିରେ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟକାରୀ ହେଉଛି ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ।

କୋରୋନା କବଳରୁ ମୁକ୍ତି ପାଇଁ ସାନିଟାଇଜ ହେଲା ଜୟପାଟଣା ସହର

ତେବେ ଲକଡାଉନ ପାଇଁ ପ୍ରଶାସନ ସହ ପୋଲିସ ପ୍ରଶାସନ ଦିନ ରାତି ଲୋକଙ୍କ ସୁରକ୍ଷା ଚିନ୍ତାରେ ଲାଗି ପଡିଛନ୍ତି। ଏନେଇ ଜୟପାଟଣା ବ୍ଲକ ଅଗ୍ନିଶମ ବିଭାଗ ଦ୍ଵାରା ମଧ୍ୟ ଅନେକ ସତର୍କତାମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଶନିବାର ବିଭାଗ ପକ୍ଷରୁ ଜୟପାଟଣା ସହରକୁ ଔଷଧ ମିଶା କେମିକାଲ ପାଣିରେ ସାନିଟାଇଜ କରାଯାଇଛି । ତେବେ ଏହି ସାନିଟାଇଜେସନ ପ୍ରକ୍ରିୟା ଦ୍ବାରା ସହରକୁ କୋରୋନା ଦାଉରୁ ରକ୍ଷା କରାଯାଇପାରିବ ବୋଲି ପ୍ରକାଶ କରିଛନ୍ତି ଧର୍ମଗଡ ଏସଡିପିଓ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.