ETV Bharat / state

କୋଭିଡ କଟକଣାରେ ଜନ୍ମାଷ୍ଟମୀ ପାଳିତ - କଳାହାଣ୍ଡି ଜନ୍ମାଷ୍ଟମୀ

ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ରାଧାକୃଷ୍ଣ ମନ୍ଦିରରେ ନିରାଡ଼ମ୍ବର ଭାବରେ ପୂଜାର୍ଚ୍ଚନା କରାଯାଇଥିଲା। ଅଧିକ ପଢନ୍ତୁ...

କୋଭିଡ କଟକଣାରେ କଳାହାଣ୍ଡିରେ ଜନ୍ମାଷ୍ଟମୀ ପାଳିତ

author img

By

Published : Aug 30, 2021, 10:15 PM IST

ଭବାନୀପାଟଣା: ବିନା ଭକ୍ତ ଓ ବିନା ଉତ୍ସବରେ ପାଳନ ହେଲା ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ । କରୋନା କଟକଣା ଯୋଗୁଁ ଆଜି ଭକ୍ତ ଲୀଳାମୟଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଲୋକେ । ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ରାଧାକୃଷ୍ଣ ମନ୍ଦିରରେ ନିରାଡ଼ମ୍ବର ଭାବରେ ପୂଜାର୍ଚ୍ଚନା କରାଯାଇଥିଲା। କରୋନା କଟକଣା ଯୋଗୁଁ ଜିଲ୍ଲାର ଭବାନୀପାଟଣା ଠାରେ ଥିବା ରାଧାକୃଷ୍ଣ ମନ୍ଦିର, ମଦନମୋହନ ମନ୍ଦିରରେ ବିନା ଭକ୍ତ ତଥା ବିନା ଉତ୍ସବରେ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ପାଳିତ ହୋଇଛି।

କୋଭିଡ କଟକଣାରେ କଳାହାଣ୍ଡିରେ ଜନ୍ମାଷ୍ଟମୀ ପାଳିତ
ଯଦିଓ କିଛି ଭକ୍ତ ଦର୍ଶନ ପାଇଁ ମନ୍ଦିର ଆସିଥିଲେ ସେମାନଙ୍କୁ ମଧ୍ୟ ନିରାଶ ହେବାକୁ ପଡିଛି । କାରଣ କୋଭିଡ କଟକଣା ଯୋଗୁଁ ମନ୍ଦିର ଭିତରକୁ ପ୍ରବେଶକୁ ବାରଣ କରିଛନ୍ତି ମନ୍ଦିର ପରିଚାଳନା କମିଟି।କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.