ଭବାନୀପାଟଣା: କଳାହାଣ୍ଡିର ଏସପି(SP) ଭାବରେ ଦାୟିତ୍ବ ଗ୍ରହଣ କଲେ ଆଇପିଏସ ଅଭିଳାଷ ଜି । ଜିଲ୍ଲାରେ ନୂତନ ଏସପି ଭାବେ ଗତକାଲି ସେ ଦାୟିତ୍ବ ଗ୍ରହଣ କରିଛନ୍ତି । କାର୍ଯ୍ୟରେ ଯୋଗଦାନ କରିବା ପରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଛି । ଜିଲ୍ଲାରେ ମାଓ ଗତିବିଧିକୁ ନଜରରେ ରଖି ଏକ ସ୍ୱତନ୍ତ୍ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବା ସହ ମାଓ ଦମନ ରଣନୀତି ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ଏସପି ଅଭିଳାଷ ।
-
Shri Abilash G,IPS took charge as SP Kalahandi today. He interacted with Addl. SP ,SDPOs, and other staff. He also briefed the members of print & electronic media.@odisha_police @DGPOdisha @MoSarkar5T @digswrkoraput pic.twitter.com/iN66jJWpQS
— SP Kalahandi (@spkalahandi) May 12, 2022 " class="align-text-top noRightClick twitterSection" data="
">Shri Abilash G,IPS took charge as SP Kalahandi today. He interacted with Addl. SP ,SDPOs, and other staff. He also briefed the members of print & electronic media.@odisha_police @DGPOdisha @MoSarkar5T @digswrkoraput pic.twitter.com/iN66jJWpQS
— SP Kalahandi (@spkalahandi) May 12, 2022Shri Abilash G,IPS took charge as SP Kalahandi today. He interacted with Addl. SP ,SDPOs, and other staff. He also briefed the members of print & electronic media.@odisha_police @DGPOdisha @MoSarkar5T @digswrkoraput pic.twitter.com/iN66jJWpQS
— SP Kalahandi (@spkalahandi) May 12, 2022
ଏଥିସହ ସହରରେ ଥିବା ଟ୍ରାଫିକ ସମସ୍ୟା, ଅପରାଧ ନିୟନ୍ତ୍ରଣ ଓ ପାଟ୍ରୋଲିଂକୁ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି । ଏହାପୂର୍ବରୁ ଅଭିଳାଷ ଜି ନାରକୋଟିକ୍ସ ଓ ଏସ୍ଟିଏଫରେ ସଫଳତାର ସହ କାମ କରିସାରିଛନ୍ତି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ