ETV Bharat / state

କଳାହାଣ୍ଡିରେ ଗୃହରକ୍ଷୀ ଦିବସ ପାଳିତ

author img

By

Published : Dec 6, 2020, 10:01 PM IST

କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ରିଜର୍ଭ ପୋଲିସ ପଡ଼ିଆରେ ପାଳିତ ହୋଇଛି ୫୮ ତମ ଗୃହରକ୍ଷୀ ଦିବସ ।

କଳାହାଣ୍ଡିରେ ଗୃହରକ୍ଷୀ ଦିବସ ପାଳିତ
କଳାହାଣ୍ଡିରେ ଗୃହରକ୍ଷୀ ଦିବସ ପାଳିତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ରିଜର୍ଭ ପୋଲିସ ପଡ଼ିଆରେ ପାଳିତ ହୋଇଛି ୫୮ ତମ ଗୃହରକ୍ଷୀ ଦିବସ । ଏଥିରେ କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧର ମୂଖ୍ୟ ଅତିଥି ଭାବେ ଯୋଗଦେଇ ଆଇନଶୃଙ୍ଖଳା ରକ୍ଷା କ୍ଷେତ୍ରରେ ଗୃହରକ୍ଷୀ ମାନଙ୍କର ଭୂମିକା ସଂପର୍କରେ ଆଲୋଚନା କରିଛନ୍ତି ।

କଳାହାଣ୍ଡିରେ ଗୃହରକ୍ଷୀ ଦିବସ ପାଳିତ

ଏହାସହ ସେମାନଙ୍କ ସମ୍ମଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ସ୍ବତନ୍ତ୍ର ଉତ୍ସବରେ ଅତିରିକ୍ତ ଏସପିଙ୍କ ସମେତ ବିଭିନ୍ନ ଥାନା ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଏହାସହ ପ୍ଲାଜମା ଦାନ କରିଥିବା ୩୫ ଜଣ ଗୃହରକ୍ଷୀଙ୍କୁ ଏସପି ମାନପତ୍ର ସହ ପୁଷ୍ପଗୁଚ୍ଛ ଓ ଅର୍ଥରାଶି ଦେଇ ସମ୍ବର୍ଦ୍ଧିତ କରିଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.