ETV Bharat / state

ଲଗାଣ ବର୍ଷାରେ ଫୁଲୁଛି ହାତୀନଦୀ, ନଦୀକୂଳିଆ ଗାଁରେ ବନ୍ୟା ସ୍ଥିତି - କଳାହାଣ୍ଡି ଖବର

ଲଗାଣ ବର୍ଷାରେ ଫୁଲୁଛି ହାତୀନଦୀ । ନଦୀକୂଳିଆ ଗାଁରେ ବନ୍ୟା ସ୍ଥିତି । କଳାହାଣ୍ଡି ଜିଲ୍ଲାରେ ଗତ ଦୁଇଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ହାତୀନଦୀର ଜଳସ୍ତର ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

ଲଗାଣ ବର୍ଷାରେ ଫୁଲୁଛି ହାତୀନଦୀ, ନଦୀକୂଳିଆ ଗାଁରେ ବନ୍ୟା ସ୍ଥିତି

author img

By

Published : Aug 20, 2020, 10:33 PM IST

ଭବାନୀପାଟଣା: ଲଗାଣ ବର୍ଷାରେ ଫୁଲୁଛି ହାତୀନଦୀ । ନଦୀକୂଳିଆ ଗାଁରେ ବନ୍ୟା ସ୍ଥିତି । କଳାହାଣ୍ଡି ଜିଲ୍ଲାରେ ଗତ ଦୁଇଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ହାତୀନଦୀର ଜଳସ୍ତର ବୃଦ୍ଧି ପାଇଛି । ଫଳରେ କଲମପୁର ବ୍ଲକର ନଦୀ କୂଳିଆ ଗାଁ ଗୁଡିକରେ ବନ୍ୟା ଜଳ ପଶିବାର ଆଶଙ୍କା ଦେଖାଦେଇଛି ।

ଲଗାଣ ବର୍ଷାରେ ଫୁଲୁଛି ହାତୀନଦୀ, ନଦୀକୂଳିଆ ଗାଁରେ ବନ୍ୟା ସ୍ଥିତି

ଏନେଇ କଲମପୁର ବ୍ଲକର ଵିରିପୁର ମାଟିଖାଲ ବାଲିଛଡ଼ା ଟେମରା ଆଦି ନଦୀକୂଳିଆ ଗାଁକୁ ବ୍ଲକ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଥିବାବେଳେ ଯଦି ଆଗକୁ ବର୍ଷା ଲାଗି ରହେ, ତେବେ ଗ୍ରାମବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ଡ଼ାକବାଜି ଯନ୍ତ୍ର ଦ୍ବାରା ସୂଚାଇ ଦିଆଯାଇଛି । ସୂଚନାନୁଯାୟୀ ବର୍ତ୍ତମାନ ବର୍ଷାର ପରିମାଣ କମିବା ଯୋଗୁଁ ଯାତାୟତ ସ୍ବାଭାବିକ ହୋଇଛି । ବନ୍ୟା ସ୍ଥିତିକୁ ନେଇ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଥିବା ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.