ETV Bharat / state

ଆକ୍ସନ ମୋଡରେ ଅଗ୍ନିଶମ ବିଭାଗ, ଯାଞ୍ଚ ହେଲା କଳାହାଣ୍ଡିର ଶିକ୍ଷାନୁଷ୍ଠାନ

ଗୁଜୁରାଟ ଅଗ୍ନିକାଣ୍ଡ ପରେ ଆକ୍ସନ ମୋଡରେ ଅଗ୍ନିଶମ ବିଭାଗ । ଓଡ଼ିଶାର ସମସ୍ତ ଶିକ୍ଷାନୁଷ୍ଠାନର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ସହ ନିଆଁର ମୁକାବିଲା କରିବା ବିଷୟରେ ସଚେତନ କରୁଛି ଅଗ୍ନିଶମ ବିଭାଗ ।

author img

By

Published : Jun 13, 2019, 9:16 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

କଳାହାଣ୍ଡି: ଶିକ୍ଷାନୁଷ୍ଠାର ସୁରକ୍ଷା ନେଇ ତତ୍ପର କଳାହାଣ୍ଡି ଅଗ୍ନିଶମ ବିଭାଗ । ବିଭାଗ ପକ୍ଷରୁ ୧୦ ଟି ଟିମ ସହରରେ ପହଞ୍ଚି ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାପା ମାରିଛି । କେତେକ ବେସରକାରୀ ମହାବିଦ୍ୟାଳୟ ଓ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନର ଚଢାଉ କରିଥିବା ବେଳେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ଗୁଜୁରାଟ ଅଗ୍ନିକାଣ୍ଡ ପରେ ଓଡିଶାର ସମସ୍ତ ଶିକ୍ଷାନୁଷ୍ଠାନରେ ସୁରକ୍ଷା ବ୍ୟବସ୍ଥାର ଚାଲିଛି ଯାଞ୍ଚ ପ୍ରକ୍ରିୟା । ଗୋଟିଏ ପରେ ଗୋଟିଏ ସ୍ଥାନରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନେଇ ଅଗ୍ନିଶମ ବିଭାଗ କରୁଛି ତର୍ଜମା । କେତେକ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ନଥିବା ବେଳେ ପ୍ରତ୍ୟେକ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଅଗ୍ନି ନିରାପତ୍ତା ଉପରେ ପ୍ରଶିକ୍ଷଣ ଦିଆଯାଉଛି । ଏଥିସହ ଛାତ୍ରଛାତ୍ରୀ ନିଜ ସୁରକ୍ଷା ପାଇଁ ନିଆଁର ମୁକାବିଲା କିପରି କରିବେ ସେ ସମ୍ପର୍କରେ ସେମାନଙ୍କୁ ସଚେତନ ମଧ୍ୟ କରାଯାଇଛି ।

ସେପଟେ, ଗୋଟିଏ ମାସ ମଧ୍ୟରେ ଯଦି ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ନ କରାଯାଏ ତେବେ ଏହାର ତଦାରଖ କରି ଅନୁଷ୍ଠାନ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଗ୍ନିଶମ ବିଭାଗ ଡେପୁଟି ଅଫିସର ସୂଚନା ଦେଇଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:ଶିକ୍ଷାନୁଷ୍ଠାର ସୁରକ୍ଷା ନେଇ ତତ୍ପର କଳାହାଣ୍ଡି ଅଗ୍ନିଶମ ବିଭାଗ । ବିଭାଗ ପକ୍ଷରୁ ୧୦ ଟି ଟିମ ସହରର ବିଭିନ୍ନ ବେସରକାରୀ ମହାବିଦ୍ୟାଳୟ ଓ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନରେ ଚଢାଉ କରି ଅଗ୍ନି ନିର୍ବାପକ ବ୍ୟବସ୍ଥାର ଯାଞ୍ଚ କରିଛନ୍ତି । ତେବେ ଏହି ସବୁ ଅନୁଷ୍ଠାନରେ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ନଥିବା ଜଣାପଡିଛି ।ଛାତ୍ରଛାତ୍ରୀ ନିଜ ସୁରକ୍ଷା ପାଇଁ ନିଆଁର ମୁକାବିଲା କିପରି କରିବେ ସେ ସମ୍ପର୍କରେ ସେମାନଙ୍କୁ ସଚେତନ କରାଯାଇଛି । ତେବେ ଅଗ୍ନି ନିରାପତ୍ତା ପାଇଁ ଯେଉଁସବୁ ବ୍ୟବସ୍ଥା ଶିକ୍ଷାନୁଷ୍ଠାନରେ ରହିବା ଦରକାର ସେସବୁ ହାତଗଣତି କିଛି ଅନୁଷ୍ଠାନ ରେ ଥିବା ଜଣାପଡିଛି ।ପ୍ରତ୍ୟେକ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଅଗ୍ନି ନିରାପତ୍ତା ଉପରେ ପ୍ରଶିକ୍ଷଣ ଦିଆଯିବା ଦରକାର । ଗୋଟିଏ ମାସ ମଧ୍ୟରେ ଯଦି ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ନ ରୁହେ ତାହେଲେ ଏହାର ତଦାରଖ କରି ଅନୁଷ୍ଠାନ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଗ୍ନିଶମ ବିଭାଗ ଡେପୁଟି ଅଫିସର ସୂଚନା ଦେଇଛନ୍ତି ।
ବାଇଟ-ଦେବେନ୍ଦ୍ର କୁମାର ସ୍ୱାଇଁ (ଡେପୁଟି ଅଗ୍ନିଶମ ବିଭାଗ)
ବାଇଟ-ଅଭିଶେଖ ପଣ୍ଡା (ଛାତ୍ର)Body:ଶିକ୍ଷାନୁଷ୍ଠାର ସୁରକ୍ଷା ନେଇ ତତ୍ପର କଳାହାଣ୍ଡି ଅଗ୍ନିଶମ ବିଭାଗ । ବିଭାଗ ପକ୍ଷରୁ ୧୦ ଟି ଟିମ ସହରର ବିଭିନ୍ନ ବେସରକାରୀ ମହାବିଦ୍ୟାଳୟ ଓ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନରେ ଚଢାଉ କରି ଅଗ୍ନି ନିର୍ବାପକ ବ୍ୟବସ୍ଥାର ଯାଞ୍ଚ କରିଛନ୍ତି । ତେବେ ଏହି ସବୁ ଅନୁଷ୍ଠାନରେ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ନଥିବା ଜଣାପଡିଛି ।ଛାତ୍ରଛାତ୍ରୀ ନିଜ ସୁରକ୍ଷା ପାଇଁ ନିଆଁର ମୁକାବିଲା କିପରି କରିବେ ସେ ସମ୍ପର୍କରେ ସେମାନଙ୍କୁ ସଚେତନ କରାଯାଇଛି । ତେବେ ଅଗ୍ନି ନିରାପତ୍ତା ପାଇଁ ଯେଉଁସବୁ ବ୍ୟବସ୍ଥା ଶିକ୍ଷାନୁଷ୍ଠାନରେ ରହିବା ଦରକାର ସେସବୁ ହାତଗଣତି କିଛି ଅନୁଷ୍ଠାନ ରେ ଥିବା ଜଣାପଡିଛି ।ପ୍ରତ୍ୟେକ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଅଗ୍ନି ନିରାପତ୍ତା ଉପରେ ପ୍ରଶିକ୍ଷଣ ଦିଆଯିବା ଦରକାର । ଗୋଟିଏ ମାସ ମଧ୍ୟରେ ଯଦି ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ନ ରୁହେ ତାହେଲେ ଏହାର ତଦାରଖ କରି ଅନୁଷ୍ଠାନ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଗ୍ନିଶମ ବିଭାଗ ଡେପୁଟି ଅଫିସର ସୂଚନା ଦେଇଛନ୍ତି ।
ବାଇଟ-ଦେବେନ୍ଦ୍ର କୁମାର ସ୍ୱାଇଁ (ଡେପୁଟି ଅଗ୍ନିଶମ ବିଭାଗ)
ବାଇଟ-ଅଭିଶେଖ ପଣ୍ଡା (ଛାତ୍ର)Conclusion:ଶିକ୍ଷାନୁଷ୍ଠାର ସୁରକ୍ଷା ନେଇ ତତ୍ପର କଳାହାଣ୍ଡି ଅଗ୍ନିଶମ ବିଭାଗ । ବିଭାଗ ପକ୍ଷରୁ ୧୦ ଟି ଟିମ ସହରର ବିଭିନ୍ନ ବେସରକାରୀ ମହାବିଦ୍ୟାଳୟ ଓ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନରେ ଚଢାଉ କରି ଅଗ୍ନି ନିର୍ବାପକ ବ୍ୟବସ୍ଥାର ଯାଞ୍ଚ କରିଛନ୍ତି । ତେବେ ଏହି ସବୁ ଅନୁଷ୍ଠାନରେ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ନଥିବା ଜଣାପଡିଛି ।ଛାତ୍ରଛାତ୍ରୀ ନିଜ ସୁରକ୍ଷା ପାଇଁ ନିଆଁର ମୁକାବିଲା କିପରି କରିବେ ସେ ସମ୍ପର୍କରେ ସେମାନଙ୍କୁ ସଚେତନ କରାଯାଇଛି । ତେବେ ଅଗ୍ନି ନିରାପତ୍ତା ପାଇଁ ଯେଉଁସବୁ ବ୍ୟବସ୍ଥା ଶିକ୍ଷାନୁଷ୍ଠାନରେ ରହିବା ଦରକାର ସେସବୁ ହାତଗଣତି କିଛି ଅନୁଷ୍ଠାନ ରେ ଥିବା ଜଣାପଡିଛି ।ପ୍ରତ୍ୟେକ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଅଗ୍ନି ନିରାପତ୍ତା ଉପରେ ପ୍ରଶିକ୍ଷଣ ଦିଆଯିବା ଦରକାର । ଗୋଟିଏ ମାସ ମଧ୍ୟରେ ଯଦି ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ନ ରୁହେ ତାହେଲେ ଏହାର ତଦାରଖ କରି ଅନୁଷ୍ଠାନ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଗ୍ନିଶମ ବିଭାଗ ଡେପୁଟି ଅଫିସର ସୂଚନା ଦେଇଛନ୍ତି ।
ବାଇଟ-ଦେବେନ୍ଦ୍ର କୁମାର ସ୍ୱାଇଁ (ଡେପୁଟି ଅଗ୍ନିଶମ ବିଭାଗ)
ବାଇଟ-ଅଭିଶେଖ ପଣ୍ଡା (ଛାତ୍ର)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.