ETV Bharat / state

କଳାହାଣ୍ଡିରେ ଜିଲ୍ଲା ପରିଷଦ ପଦବୀ ପାଇଁ ଚାଲିଛି ଜୋରସୋର ପ୍ରଚାର - କଳାହାଣ୍ଡିରେ ଚାଲିଛି ନିର୍ବାଚନୀ ପ୍ରଚାର

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ସରଗରମ ରାଜନୀତି । ଗାଁଠୁ ସହର ଏବେ ଚାରିଆଡ଼େ ନିର୍ବାଚନୀ ଆଲୋଚନା। ଜିଲ୍ଲା ପରିଷଦ ଆସନକୁ ନିଜ ଅକ୍ତିଆରରେ ନେବା ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ଅଣ୍ଟା ଭିଡ଼ିଛନ୍ତି । ଅଧିକ ପଢ଼ନ୍ତୁ

କଳାହାଣ୍ଡିରେ ଜିଲ୍ଲା ପରିଷଦ ପଦବୀ ପାଇଁ ଚାଲିଛି ଜୋରସୋର ପ୍ରଚାର

author img

By

Published : Feb 5, 2022, 5:08 PM IST

ଭବାନୀପାଟଣା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ସରଗରମ ରାଜନୀତି । ଗାଁଠୁ ସହର ଏବେ ଚାରିଆଡ଼େ ନିର୍ବାଚନୀ ଆଲୋଚନା। ଜିଲ୍ଲା ପରିଷଦ ଆସନକୁ ନିଜ ଅକ୍ତିଆରରେ ନେବା ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ଅଣ୍ଟା ଭିଡ଼ିଛନ୍ତି ।

କଳାହାଣ୍ଡି ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ ପାଇଁ ଜୋର ଧରିଛି ପ୍ରଚାର। ଏହାରି ଭିତରେ କଳାହାଣ୍ଡି ଜିଲ୍ଲାର ୩୬ ଗୋଟି ଜିଲ୍ଲା ପରିଷଦ ଆସନ ମୈଦାନକୁ ଓହ୍ଲାଇଛନ୍ତି ପ୍ରାର୍ଥୀ। ସେହିପରି ଭବାନୀପାଟଣା ବ୍ଲକର ୪ ନମ୍ବର ଜିଲ୍ଲା ପରିଷଦ ଜୋନ ବିଜେଡି ଓ ବିଜେପି ମଧ୍ୟରେ ଜୋରଦାର ପ୍ରସ୍ତୁତି ଚାଲିଥିବା ଦେଖିବାକୁ ମିଳିଛି।

କଳାହାଣ୍ଡିରେ ଜିଲ୍ଲା ପରିଷଦ ପଦବୀ ପାଇଁ ଚାଲିଛି ଜୋରସୋର ପ୍ରଚାର

ଏହି ଜୋନରେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ସନ୍ତୋଶିନୀ ଦାସ ବିଜେପି ପକ୍ଷରୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି। ଏପଟେ ବିଜେଡି ପ୍ରାର୍ଥୀ ଭାବରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଲକ୍ଷ୍ମୀ ସାହୁ ମଧ୍ୟ ଘର ଘର ବୁଲି ଭୋଟ ଭିକ୍ଷା କରିଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.