ETV Bharat / state

କଳାହାଣ୍ଡିରେ ଓଡ଼ିଶା ବିକାଶ ପରିଷଦର ଡେପୁଟି ନିର୍ଦ୍ଦେଶକ - ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଡେପୁଟି ନିର୍ଦ୍ଦେଶକଙ୍କ କଳାହାଣ୍ଡି ଗସ୍ତ

କଳାହାଣ୍ଡିର ପର୍ଯ୍ୟଟନସ୍ଥଳୀ ଗୁଡ଼ାହାଣ୍ଡି ଡୋକାରିଚଞ୍ଚରା ପରିଦର୍ଶନ କରିଛନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଡେପୁଟି ନିର୍ଦ୍ଦେଶକ ଶ୍ରୀକାନ୍ତ କୁମାର ଦଳେଇ। ଅଧିକ ପଢ଼ନ୍ତୁ

କଳାହାଣ୍ଡିରେ ଓଡ଼ିଶା ବିକାଶ ପରିଷଦର ଡେପୁଟି ନିର୍ଦ୍ଦେଶକ

author img

By

Published : Mar 26, 2022, 10:34 AM IST

କଳାହାଣ୍ଡି: କଳାହାଣ୍ଡିର ପର୍ଯ୍ୟଟନସ୍ଥଳୀ ଗୁଡ଼ାହାଣ୍ଡି ଡୋକାରିଚଞ୍ଚରା ପରିଦର୍ଶନ କରିଛନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଡେପୁଟି ନିର୍ଦ୍ଦେଶକ ଶ୍ରୀକାନ୍ତ କୁମାର ଦଳେଇ। ଏହି ଗସ୍ତ ସମୟରେ ବିଗତ ଦିନମାନଙ୍କରେ ହୋଇଥିବା କାର୍ଯ୍ୟ ଉପରେ ଅନୁଧ୍ୟାନ କରିଥିଲେ ।

କଳାହାଣ୍ଡିରେ ଓଡ଼ିଶା ବିକାଶ ପରିଷଦର ଡେପୁଟି ନିର୍ଦ୍ଦେଶକ

ତେବେ ଡେପୁଟି ନିର୍ଦ୍ଦେଶକଙ୍କ ସହ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସିଇଓ ଅଜିତ କୁମାର ମିଶ୍ର, କଳାହାଣ୍ଡି ପ୍ରକଳ୍ପ ନିର୍ଦେଶକ ସୋମେଶ କୁମାର ଉପାଧ୍ୟାୟ, ବିଡିଓ ମନୀଷା ଦାସ ପ୍ରମୁଖ ଉପସ୍ଥିତ ରହି ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିବା ସହ ପଶ୍ଚିମ ଓଡ଼ିଶା ବିକାଶ ପରିଷଦରୁ ଆସୁଥିବା ଅନୁଦାନର କିପରି ବିନିଯୋଗ ହେଉଛି ତାହା ଉପରେ ଆଲୋଚନା କରିଥିଲେ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.