ETV Bharat / state

ଭବାନୀପାଟଣାରେ କୋରୋନା ସର୍ଭେ - kalahandi corona update

କଳାହାଣ୍ଡି ଜିଲ୍ଲାରେ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସାଧାରଣ ଲୋକେ ମଧ୍ୟ ଏନେଇ ଆତଙ୍କିତ । ଏହାକୁ ଦୃଷ୍ଟିରେ ରଖି ଭବାନୀପାଟଣାରେ କୋରୋନା ସର୍ଭେ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ଭବାନୀପାଟଣାରେ କୋରୋନା ସର୍ଭେ
ଭବାନୀପାଟଣାରେ କୋରୋନା ସର୍ଭେ
author img

By

Published : Sep 13, 2020, 10:27 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଲୋକାଲରେ ରୋଗୀଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ମୂଖ୍ୟତଃ ଭବାନୀପାଟଣା ସହରରେ ଗୋଷ୍ଠୀ ସଂକ୍ରମଣ ହୋଇସାରିଥିବା ବୁଦ୍ଧିଜୀବୀ କହୁଥିବା ବେଳେ ପ୍ରଶାସନ ପାଇଁ ଏହା ଏବେ ଚିନ୍ତାର କାରଣ ସାଜିଛି । ସେପଟେ ସାଧାରଣ ଲୋକେ ମଧ୍ୟ ଏନେଇ ଆତଙ୍କିତ ।

ଭବାନୀପାଟଣାରେ କୋରୋନା ସର୍ଭେ

କୋରୋନା ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ଗତ ଦୁଇଦିନ ଧରି ଭବାନୀପାଟଣା ସହରର ୭୬ ହଜାର ୩ ଶହ ୮୯ ଲୋକଙ୍କୁ ସ୍କ୍ରିନିଂ କରାଯାଇଛି । ଏମାନଙ୍କ ମଧ୍ୟରୁ ୪ ଶହ ୧୭ ଜଣ ଙ୍କ ଭିତରେ କୋରୋନା ଲକ୍ଷଣ ଦେଖା ଦେଇଥିଲା । ତେବେ ପରୀକ୍ଷା ପରେ ଦୁଇଦିନରେ ସହର ମଧ୍ୟରେ ୧୩୦ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ଏମାନଙ୍କ ମଧ୍ୟରୁ କିଛି ରୋଗୀଙ୍କୁ ହୋମ ଆଇସୋଲେସନରେ ରଖାଯାଇଥିବା ବେଳେ ଅନ୍ୟ ମାନଙ୍କ ଚିକିତ୍ସା ପାଇଁ କୋଭିଡ ମେଡିକାଲରେ ଭର୍ତ୍ତି କରାଯାଇଛି ।

କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.