ETV Bharat / state

କଳାହାଣ୍ଡିରେ କୋରୋନା ସଚେତନତା କାର୍ଯକ୍ରମ

author img

By

Published : Mar 16, 2020, 10:30 AM IST

କଳାହାଣ୍ଡି ଜିଲ୍ଲା ପରିବହନ ବିଭାଗ ଓ ବସ ଆସୋସିଏସନ ପକ୍ଷରୁ ଭବାନୀପାଟଣା ବସଷ୍ଟାଣ୍ଡ ପରିସରରେ କରୋନା ଭୂତାଣୁର ନିରାକରଣ ନେଇ ଏକ ସତେଚନତା କାର୍ଯକ୍ରମ ଅନୁଷ୍ଠିତ ହୋଇଛି ।

kalahandi corona awarness programm
କଳାହାଣ୍ଡିରେ କରୋନା ସଚେତନତା କାର୍ଯକ୍ରମ

କଳାହାଣ୍ଡି: କୋରୋନା ନେଇ ସଚେତନତା କାର୍ଯ୍ୟକ୍ରମ । କଳାହାଣ୍ଡି ଜିଲ୍ଲା ପରିବହନ ବିଭାଗ ଓ ବସ ଆସୋସିଏସନ ପକ୍ଷରୁ ଭବାନୀପାଟଣା ବସଷ୍ଟାଣ୍ଡ ପରିସରରେ କରୋନା ଭୂତାଣୁର ନିରାକରଣ ନେଇ ଏକ ସତେଚନତା କାର୍ଯକ୍ରମ ଅନୁଷ୍ଠିତ ହୋଇଛି ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିବହନ ଅଧିକାରୀ ଦୀନବନ୍ଧୁ ଶୁଣ୍ଢି ଯୋଗଦେଇ ବସ ମାଲିକ ଓ ଯାତ୍ରୀମାନଙ୍କୁ ସଚେତନତାର ବାର୍ତ୍ତା ଦେଇଥିଲେ । ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.