ETV Bharat / state

କୋରୋନା କର୍ଣ୍ଣରର ରିଆଲିଟି ଚେକ

author img

By

Published : Apr 1, 2020, 8:11 PM IST

କଳାହାଣ୍ଡି ଜିଲ୍ଲାର ୩୧୦ ପଞ୍ଚାୟତରେ କୋରୋନା କର୍ଣ୍ଣର ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପ୍ରସ୍ତୁତି।

corona corner check in kalahandi
କରୋନା କର୍ଣ୍ଣରର ରିଆଲିଟି ଚେକ

କଳାହାଣ୍ଡି: ଜିଲ୍ଲାର ୩୧୦ ପଞ୍ଚାୟତରେ କୋରୋନା କର୍ଣ୍ଣର ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପ୍ରସ୍ତୁତି। ଏହି ଅସ୍ଥାୟୀ ମେଡିକାଲ କ୍ୟାମ୍ପରେ ୨୪ ଘଣ୍ଟିଆ ଡାକ୍ତରୀ ସେବା ସହ ରୋଗୀଙ୍କୁ ମାଗଣା ରନ୍ଧାଖାଦ୍ୟ ସହ ଦିନକୁ ଦୁଇଥର ଡାକ୍ତରୀ ଯାଞ୍ଚର ବ୍ୟବସ୍ଥା ରହିଛି ।

କରୋନା କର୍ଣ୍ଣରର ରିଆଲିଟି ଚେକ

କୋରୋନା ସନ୍ଦିଗ୍ଧ ଚିହ୍ନଟ ପାଇଁ ୪୮ ଟି ର୍ୟାପିଡି ରେସପନ୍ସ ଟିମ ଗଠନ କରି ସ୍ଥିତି ଉପରେ ନଜର ରଖାଯାଇଛି। ଜିଲ୍ଲାକୁ ଲକଡାଉନ ପୂର୍ବରୁ ୫୮୦୦ ଆନ୍ତଃରାଜ୍ୟ ଓ ବିଦେଶ ଫେରନ୍ତାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇଛି।

ତେବେ କୋରୋନା କର୍ଣ୍ଣରର ବିଶୋଧନ ଓ ଆବଶ୍ୟକ ସ୍ଥଳେ ଶବଦାହ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ବର୍ତ୍ତମାନ ମାନବ ସମ୍ବଳର ଅଭାବ ଥିବା କହିଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.