ETV Bharat / state

ଜୁନାଗଡ଼ ଗଣଦୁଷ୍କର୍ମ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଦାବୀ କଲା କଂଗ୍ରେସ

author img

By

Published : Oct 2, 2019, 2:32 AM IST

କଳାହାଣ୍ଡିରେ ଏଭଳି ଘଟଣା ବାରମ୍ବାର ଘଟୁଥିବାବେଳେ ଏହି ଘଟଣା ଘୋର ନିନ୍ଦା କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ଭକ୍ତ ଦାସ । ଏହାସହ ପଦଯାତ୍ରାରେ ନାରୀ ସୁରକ୍ଷା ଓ ଭୟମୁକ୍ତ ସମାଜର ଆହ୍ବାନରେ 5 କିମି ପଦଯାତ୍ରା କାର୍ଯ୍ୟକ୍ରମ କରିବ ।

ଫଟୋ ସୌଜନ୍ୟ:ସମ୍ବାଦଦାତା,କଳାହାଣ୍ଡି

କଳାହାଣ୍ଡି: ଜୁନାଗଡ଼ ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଦାବୀ କରିଛି ଜିଲ୍ଲା କଂଗ୍ରେସ କମିଟି । ଦୁଷ୍କର୍ମକାରୀ ଅଭିଯୁକ୍ତ ମାନଙ୍କୁ ରିମାଣ୍ଡରେ ଆଣି ପୋଲିସ ଅଧିକ ପଚରା ଉଚରା କରିବା ସହ ଅଧିକ ତଦନ୍ତର ଆବଶ୍ୟକତା ରହିଛି । ଏହାସହ କଳାହାଣ୍ଡିରେ ଏଭଳି ଘଟଣା ବାରମ୍ବାର ଘଟୁଥିବାବେଳେ ଏହି ଘଟଣା ଘୋର ନିନ୍ଦା କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ଭକ୍ତ ଦାସ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା,କଳାହାଣ୍ଡି

ତେଣୁ ଏହି ଘଟଣାକୁ ଗୁରୁତ୍ବର ସହ ନେଇ ଅଧିକ ତଦନ୍ତର ଆବଶ୍ୟକତା ରହିଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀ କରି ଦାବୀ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା। ଏହାସହ ଅକ୍ଟୋବର 2ରେ ୧୫୦ ତମ ଗାନ୍ଧୀ ଜୟନ୍ତୀ ଅବସରରେ ଆୟୋଜିତ ପଦଯାତ୍ରାରେ ନାରୀ ସୁରକ୍ଷା ଓ ଭୟମୁକ୍ତ ସମାଜର ଆହ୍ବାନରେ କଂଗ୍ରେସ ଭବାନୀପାଟଣା ଗାନ୍ଧିଛକ ଠାରୁ ବେହେରାଗୁଡା 5 କିମି ପଦଯାତ୍ରା କାର୍ଯ୍ୟକ୍ରମ କରିବ ।

କଳାହାଣ୍ତିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

Intro:Anchor- ଜୁନାଗଡ଼ ଜାରିଗଂ ଗଣଦୁଷ୍କର୍ମ ମାମଲା ରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଦୁଷ୍କର୍ମ ଅଭିଯୁକ୍ତ ଙ୍କୁ ଫାଶୀ ଦଣ୍ଡାଦେଶ ଦାବୀ । ଦୁଷ୍କର୍ମ କାରି ଅଭିଯୁକ୍ତ ମାନଙ୍କୁ ରିମାଣ୍ଡ ରେ ଆଣି ପୋଲିସ ଆଉ ଆହୁରି ଅଧିକ ତଦନ୍ତ ଆବଶ୍ୟକତା ରହିଛି । Body:ଯେହେତୁ ଏହି ଦୁଷ୍କର୍ମ ଏକ ପ୍ରାୟୋଜି ଆୟୋଜିତ ଦୁଷ୍କର୍ମ ପରି ଜଣାପଡୁଛି।ତେଣୁ କରି ଏହାର ଅଧିକ ତଦନ୍ତ ଆବଶ୍ୟକ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ ଙ୍କ ଦାବୀ କରିଛନ୍ତି। Conclusion:ଏହା ସହ ଆସନ୍ତା କାଲି ୧୫୦ ତମ ଗାନ୍ଧୀ ଜୟନ୍ତୀ ଅବସର ରେ ଆୟୋଜିତ ପଦଯାତ୍ରା ରେ ନାରୀ ସୁରକ୍ଷା ଓ ଭୟମୁକ୍ତ ସମାଜ ର ଆହ୍ୱାନ ରେ କଂଗ୍ରେସ ଭବାନୀପାଟଣା ଗାନ୍ଧି ଛକ ଠାରୁ ବେହେରାଗୁଡା ପାଞ୍ଚ କିମି ପଦଯାତ୍ରା କାର୍ଯ୍ୟକ୍ରମ କରିବ ।
Byte- ଭକ୍ତ ଦାସ ( ବରିଷ୍ଠ କଂଗ୍ରେସ ନେତା)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.