ETV Bharat / state

ବ୍ୟାଙ୍କ ଖାତାରୁ ଟଙ୍କା ଗାଏବ ଘଟଣା, ଟାଉନ ଥାନାରେ ଏତଲା ଦାଏର - bank

ଜିଲ୍ଲାର 13ଟି ବ୍ଲକରେ ସ୍ବଦେଶୀ ବିସି ଭୁବନେଶ୍ବର ଅଧୀନରେ ରହିଛି ଭାରତୀୟ ଷ୍ଟେଟବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ର । ହେଲେ ଏହି ସେବା କେନ୍ଦ୍ରର ସିଏସପି ପରିଚାଳକମାନଙ୍କ କିଓଲିମିଟ ଚାଲୁଖାତାରୁ ବେଆଇନ ଭାବେ ୧୦ ହଜାର ଟଙ୍କା ଉଠା ହୋଇଥିବା ଅଭିଯୋଗ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି
author img

By

Published : Jul 10, 2019, 5:17 AM IST

କଳାହାଣ୍ଡି: ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସାଧାରଣ ଲୋକଙ୍କୁ ବ୍ୟାଙ୍କ ସୁବିଧା ଯୋଗାଇ ଦେବା ପାଇଁ ଭୁବନେଶ୍ବର ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ବିସି ବ୍ୟାଙ୍କିଙ୍ଗ କରେସ୍ପଣ୍ଡେନ୍ସ ଜରିଆରେ ଗ୍ରାହକ ସେବାକେନ୍ଦ୍ର ଖୋଲାଯାଇଛି । ଏନେଇ ଜିଲ୍ଲାର 13ଟି ବ୍ଲକରେ ସ୍ବଦେଶୀ ବିସି ଭୁବନେଶ୍ବର ଅଧୀନରେ ରହିଛି ଭାରତୀୟ ଷ୍ଟେଟବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ର । ହେଲେ ଏହି ସେବା କେନ୍ଦ୍ରର ସିଏସପି ପରିଚାଳକମାନଙ୍କ କିଓଲିମିଟ ଚାଲୁଖାତାରୁ ବେଆଇନ ଭାବେ ୧୦ ହଜାର ଟଙ୍କା ଉଠା ହୋଇଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ଅଭିଯୋଗ ମୁତାବକ ସ୍ବଦେଶୀ ବିସିର ମାଲିକ ପ୍ରଣବ କୁମାର ମହାନ୍ତି ସମସ୍ତ ଟଙ୍କା ଉଠାଇ ନେଇଛନ୍ତି । ଏ ସମ୍ପର୍କରେ ଗ୍ରାହକ ସେବା କେନ୍ଦ୍ର, କଳାହାଣ୍ଡି ୟୁନିୟନ ପକ୍ଷରୁ ଭବାନୀପାଟଣା ଟାଉନ ଥାନାରେ ଏତଲା ଦିଆଯାଇଛି । ତେବେ ବେଆଇନ ଭାବେ ଗ୍ରାହକ ସେବା କେନ୍ଦ୍ର ପରିଚାଳକଙ୍କ ଖାତାରୁ ୧୦ ହଜାର ଟଙ୍କା ଉଠାଇ ନେବା ଘଟଣାକୁ ଜିଲ୍ଲା ବ୍ୟାଙ୍କ ମିତ୍ର ସଂଘ ନିନ୍ଦା କରିଛି ।

ଏ ସଂକ୍ରାନ୍ତରେ କଳାହାଣ୍ଡି ଷ୍ଟେଟବ୍ୟାଙ୍କ ଗ୍ରାହକ ସେବା ୟୁନିୟନ ପକ୍ଷରୁ ଟାଉନ ଥାନାରେ ଏତଲା ଦିଆଯିବା ସହ ବ୍ୟାଙ୍କ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବରେ ଅଭିଯୋଗ କରାଯାଇଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:ଗ୍ରାମାଞ୍ଚଳରେ ଓ ସହରାଞ୍ଚଳରେ ସାଧାରଣ ଲୋକଙ୍କୁ ବ୍ୟାଙ୍କ ସୁବିଧା ଯୋଗାଇଦେବା ପାଇଁ ଭୁବନେଶ୍ବର ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ବିସି ବ୍ୟାଙ୍କିଙ୍ଗ କରେସପଣ୍ଡେନସ ଜରିଆରେ ଗ୍ରାହକ ସେବାକେନ୍ଦ୍ର ଖୋଲାଯାଇଛି।କଳାହାଣ୍ଡି ଜିଲ୍ଲାର ୧୩ ଟି ବ୍ଲକରେ ସ୍ୱଦେଶୀ ବିସି ଭୁବନେଶ୍ୱର ଅଧୀନରେ ଥିବା ଭାରତୀୟ ଷ୍ଟେଟବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ର ସିଏସପି ପରିଚାଳକ ମାନଙ୍କ କିଓଲିମିଟ ଚାଲୁଖାତା ରୁ ବେଆଇନ ଭାବେ ୧୦ ହଜାର ଟଙ୍କା Body:ସ୍ୱଦେଶୀ ବିସିର ମାଲିକ ପ୍ରଣବ କୁମାର ମହାନ୍ତି ଉଠାଇ ନେଇଥିବା ସମ୍ପର୍କରେ ଗ୍ରାହକ ସେବା କେନ୍ଦ୍ର କଳାହାଣ୍ଡି ୟୁନିୟନ ପକ୍ଷରୁ ଭବାନୀପାଟଣା ଟାଉନ ଥାନା ରେ ଏତଲା ଦିଆଯାଇଛି।ବେଆଇନ ଭାବେ ଗ୍ରାହକ ସେବା କେନ୍ଦ୍ର ପରିଚାଳକଙ୍କ ଖାତାରୁ ୧୦ ହଜାର ଟଙ୍କା ଉଠାଇନେବା ଘଟଣା କୁ କଳାହାଣ୍ଡି ଜିଲ୍ଲା ବ୍ୟାଙ୍କ ମିତ୍ର ସଂଘ ନିନ୍ଦା କରିଛି।Conclusion:ଏ ସଂକ୍ରାନ୍ତରେ କଳାହାଣ୍ଡି ଷ୍ଟେଟବ୍ୟାଙ୍କ ଗ୍ରାହକ ସେବା ୟୁନିୟନ ପକ୍ଷରୁ ଟାଉନ ଥାନାରେ ଏତଲା ଦିଆଯିବା ସହ ବ୍ୟାଙ୍କ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବରେ ଅଭିଯୋଗ କରାଯାଇଛି।
ବାଇଟ-ଚିନ୍ତାମଣି ଚଣ୍ଡୀ(ଗ୍ରାହକ ସେବାକେନ୍ଦ୍ର ମାଲିକ)
ବାଇଟ-ଦିଲୀପ ରାଉତ(ଗ୍ରାହକ ସେବାକେନ୍ଦ୍ର ମାଲିକ)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.