ETV Bharat / state

କଳାହାଣ୍ଡିରେ ଏନସିପିସିଆର ପ୍ରତିନିଧିଙ୍କ କ୍ୟାମ୍ପ କୋର୍ଟ - camp court organasied by NCPCR team

କଳାହାଣ୍ଡି ଜିଲ୍ଲାପାଳ କକ୍ଷରେ ଶିଶୁ ସୁରକ୍ଷା ଆୟୋଗର କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ 800ରୁ ଊର୍ଦ୍ଧ୍ବ ମାମଲା ଶୁଣାଣି ହୋଇଥିଲା।

କଳାହାଣ୍ଡିରେ ଏନସିପିସିଆର ପ୍ରତିନିଧିଙ୍କ କ୍ୟାମ୍ପ କୋର୍ଟ
author img

By

Published : Nov 23, 2019, 10:23 AM IST

ଭବାନିପାଟଣା: କଳାହାଣ୍ଡି ଗସ୍ତରେ ଜାତୀୟ ଶିଶୁ ସୁରକ୍ଷା ଆୟୋଗର ପ୍ରତିନିଧି ଦଳ। ଜାତୀୟ ଶିଶୁ ସୁରକ୍ଷା ଆୟୋଗର ସଦସ୍ୟ ଡକ୍ଟର ଆର.ଜି ଆନନ୍ଦ ଓ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା କଳାହାଣ୍ଡି ଗସ୍ତ କରି ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଆୟୋଜିତ କ୍ୟାମ୍ପ କୋର୍ଟରେ ଯୋଗ ଦେଇଥିଲେ। ଏହି କ୍ୟାମ୍ପ କୋର୍ଟରେ ଶିଶୁ ଅଧିକାର ସମ୍ପର୍କିତ ମାମଲାର ଶୁଣାଣି କରାଯାଇଥିଲା। ଏହି କ୍ୟାମ୍ପରେ 800ରୁ ଊର୍ଦ୍ଧ୍ବ ମାମଲା ଶୁଣାଣି ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବହୁ ଅଧିକାରୀ ଯୋଗ ଦେଇଥିଲେ ।

କଳାହାଣ୍ଡିରେ ଏନସିପିସିଆର ପ୍ରତିନିଧିଙ୍କ କ୍ୟାମ୍ପ କୋର୍ଟ

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:ଏନସିପିସିିଆର ପ୍ରତିନିଧି ଙ୍କ କ୍ୟାମ୍ପ କୋର୍ଟ ।

କଳାହାଣ୍ଡି ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଆଜି ଏନସିପିସିଆର,ଓଏସସିପିସିଆର ଙ୍କ ମିଳିତ ସହଯୋଗରେ
ଆୟୋଜିତ ଏହି କ୍ୟାମ୍ପ କୋର୍ଟ ରେ ଏନସିପିସିଆର ସଦସ୍ୟ ଡ ଆର ଜି ଆନନ୍ଦ, ଓଡିଆ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ, Body:ସଦସ୍ୟ ହରିହର ନାୟକ,ସଦସ୍ୟା ମନ୍ଦାକିନୀ କର ଯୋଗଦେଇ ମାମଲା ଗୁଡିକର ଶୁଣାଣି କରିଥିଲେ। ଆଜି ର କ୍ୟାମ୍ପ କୋର୍ଟ ରେ ଶିଶୁ ଅଧିକାର ସମ୍ପର୍କିତ ୮୦୦ ରୁ ଉର୍ଦ୍ଧ୍ବ ମାମଲା ର ଶୁଣାଣି କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ର ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ।
Conclusion:ବାଇଟ-ସନ୍ଧ୍ୟବତୀ ପ୍ରଧାନ (ରାଜ୍ୟ ଶିସୁ ସୁରଖ୍ୟ ଆୟୋଗ ଓଡିଶା)
ବାଇଟ-ଆର ଜନ ଆନନ୍ଦ (ଜାତୀୟ ଶିଶୁ ସୁରଖ୍ୟ ଆୟୋଗ )
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.