ETV Bharat / state

ତେଲନଦୀ ପଠାରୁ ନାବାଳକର ମୃତଦେହ ଉଦ୍ଧାର, ପରିଚୟ ଖୋଜୁଛି ପୋଲିସ - boys-dead-body-found-in kalahandi

କଳାହାଣ୍ଡି ଜିଲ୍ଲା ଲୁଥୁରବନ୍ଧ ତେଲନଦୀ ବ୍ରିଜ ନିକଟ ବୁଦାରୁ ନାବାଳକ ମୃତଦେହ ଉଦ୍ଧାର କରିଛି କେସିଙ୍ଗା ପୋଲିସ । ଅଧିକ ପଢନ୍ତୁ...

boys-dead-body-found-in kalahandi-police-are-investigating
ତେଲନଦୀ ପଠାରୁ ନାବାଳକର ମୃତଦେହ ଉଦ୍ଧାର, ପରିଚୟ ଖୋଜୁଛି ପୋଲିସ
author img

By

Published : Jun 5, 2021, 7:34 PM IST

ଭବାନୀପାଟଣା: ଜିଲ୍ଲା ଲୁଥୁରବନ୍ଧ ତେଲନଦୀ ବ୍ରିଜ ନିକଟ ବୁଦାରୁ ନାବାଳକ ମୃତଦେହ ଉଦ୍ଧାର କରିଛି କେସିଙ୍ଗା ପୋଲିସ ।

ସୂଚନା ଅନୁଯାୟୀ, ତେଲନଦୀ ବ୍ରିଜ ନିକଟ ବୁଦାରୁ ନାବାଳକ ମୃତଦେହ ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ । ଖବରପାଇ ଘଟଣା ସ୍ଥଳରେ ପୋଲିସ ଓ ଓଡ୍ରାଫ ଟିମ ପହଞ୍ଚି ମୃତଦେହଟିକୁ ଉଦ୍ଧାର କରିଥିଲେ ।

ଏନେଇ ପୋଲିସ ଏକ ଅପମୃତ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିବାବେଳେ ମୃତ ନାବାଳକର ପରିଚୟ ମିଳିପାରିନଥିବା ପୋଲିସ ସୂଚନା ଦେଇଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.