ETV Bharat / state

କଳାହାଣ୍ଡିରେ ବିଜେଡି ପଦଯାତ୍ରା - କଳାହାଣ୍ଡିରେ ବିଜେଡି ପଦଯାତ୍ରା

ଗାନ୍ଧୀ ଜୟନ୍ତୀ ଠାରୁ ବିଜେଡି ପକ୍ଷରୁ ରାଜ୍ୟବ୍ୟାପୀ ପଦଯାତ୍ରା ଆରମ୍ଭ କରାଯାଇଛି । ସେହିପରି ସମସ୍ତ ଜିଲ୍ଲାରେ ମଧ୍ୟ ବିଜେଡି ତାର ପଦଯାତ୍ରାକୁ ଆରମ୍ଭ କରିଛି । କଳାହାଣ୍ଡିରେ ମଧ୍ୟରେ ଏହି କାର୍ଯ୍ୟକ୍ରମକୁ କରାଯାଇଛି । ପଢନ୍ତୁ ସମ୍ପୁର୍ଣ୍ଣ ଖବର...

କଳାହାଣ୍ଡିରେ ବିଜେଡି ପଦଯାତ୍ରା
author img

By

Published : Oct 3, 2019, 3:33 AM IST

କଳାହାଣ୍ଡି: ବିଜେଡି ପକ୍ଷରୁ ଗାନ୍ଧୀ ଜୟନ୍ତୀ ଠାରୁ ପଦଯାତ୍ରା ଆରମ୍ଭ କରାଯାଇଛି। ଏହି ପଦଯାତ୍ରାରେ ଜୁନାଗଡ଼ ବିଧାୟକ ତଥା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ପୁଷ୍ପେନ୍ଦ୍ର ସିଂ ଦେଓ ଗାନ୍ଧୀ ପାର୍କ ଠାରୁ କରିଥିଲେ। ଏହି ପଦଯାତ୍ରା ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ଓ ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲା।

କଳାହାଣ୍ଡିରେ ବିଜେଡି ପଦଯାତ୍ରା

ବିଜେଡିର ଏହି ପଦଯାତ୍ରା ଗାନ୍ଧୀ ଜୟନ୍ତି ରୁ ଆରମ୍ଭ ହୋଇ ଜୟ ପ୍ରକାଶ ଜୟନ୍ତି ପର୍ଯ୍ୟନ୍ତ ଚାଲିବ । ପଦଯାତ୍ରା ମାଧ୍ୟମରେ ଦଳୀୟ ନେତା ଗାଁ କୁ ଗାଁ ବୁଲି ଜନତାଙ୍କ ସମସ୍ୟା ଓ ସମାଧାନ କରିବା ସହ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ସାଧାରଣରେ ପହଞ୍ଚାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟା ଏହି ପଦଯାତ୍ରା ରେ ଜିଲ୍ଲା ବିଜେଡି ର ଅନେକ କର୍ମି ସାମିଲ ହୋଇଥିଲେ ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:କଳାହାଣ୍ଡି ବିଜେଡି ର ପଦଯାତ୍ରା ଆରମ୍ଭ
କଳାହାଣ୍ଡି ଜିଲ୍ଲା ବିଜେଡି ପକ୍ଷରୁ ଆଜି ଗାନ୍ଧୀ ଜୟନ୍ତି ଠାରୁ ଆରମ୍ଭ ହୋଇଛି ପଦଯାତ୍ରା ।ଜୁନାଗଡ଼ ବିଧାୟକ ତଥା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର,ଓ ପୁଷ୍ପେନ୍ଦ୍ର ସିଂ ଦେଓ ଗାନ୍ଧୀ ପାର୍କ ଠାରୁ ପଦଯାତ୍ରା ଆରମ୍ଭ ହୋଇ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀରୁ ଆରମ୍ଭ କରି ବିଭିନ୍ନ ଗାଁ ପରିକ୍ରମା କରିଥିଲେ। Body:ବିଜେଡି ର ଏହି ପଦଯାତ୍ରା ଗାନ୍ଧୀ ଜୟନ୍ତି ରୁ ଆରମ୍ଭ ହୋଇ ଜୟ ପ୍ରକାଶ ଜୟନ୍ତି ରେ ଶେଷ ହେବ ।ଏହି ପଦଯାତ୍ରା ମାଧ୍ୟମ ରେ ଦଳୀୟ ନେତା ଗାଁ କୁ ଗାଁ ଯିବା ସହ ଲୋକ ଙ୍କ ସମସ୍ୟା ଓ ସମାଧାନ ସହ ସରକାର ଙ୍କ ବିଭିନ୍ନ ଲୋକହିତକର ଯୋଜନା ସମ୍ପର୍କ ରେ ଲୋକ ଙ୍କୁ ସଚେତନ କରିବା,ସଙ୍ଗଠନ କୁ ସୁଦ୍ରୁଢ କରିବା ମୂଳ ଉଦ୍ଦେଶ୍ୟ।Conclusion:ଲୋକଙ୍କ ପାଖକୁ ସରକାରୀ ଯୋଜନା କେମିତି ପହଞ୍ଚି ପାରିବ ସେନେଇ ଲୋକ ଙ୍କ ସମ୍ମୁଖ ରେ ଉପସ୍ଥାପନ ହେବ ବୋଲି ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ପ୍ରକାଶ କରିଛନ୍ତି ।ଏହି ପଦଯାତ୍ରା ରେ ଜିଲ୍ଲା ବିଜେଡି ର ଅନେକ କର୍ମି ସାମିଲ ହୋଇଥିଲେ ।   ବାଇଟ-ଦିବ୍ୟଶଙ୍କର ମିଶ୍ର(ଗୃହ ରାଷ୍ଟ୍ର ମନ୍ତ୍ରୀ ଓଡ଼ିଶା ସରକାର)
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.