ETV Bharat / state

ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ନିମନ୍ତେ ସଚେତନତା ରଥ ଶୁଭାରମ୍ଭ - Awareness cart launch in kalahandi

ଯେଉଁ ଆଦିବାସୀମାନେ ସଂଗୃହିତ ବନଜାତ ଦ୍ରବ୍ୟ ବିକ୍ରୟ କରିବାକୁ ସଫଳ ହୋଇପାରୁ ନାହାଁନ୍ତି, ସେମାନଙ୍କୁ ସଚେତନ ଏବଂ ଦ୍ରବ୍ୟଗୁଡିକୁ ସରକାରୀ ମୂଲ୍ୟରେ କିଣିବା ନିମନ୍ତେ କଳାହାଣ୍ଡି ଜିଲ୍ଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ରଥ ଶୁଭାରମ୍ଭ କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ନିମନ୍ତେ ସଚେତନତା ରଥ ଶୁଭାରମ୍ଭ

author img

By

Published : May 13, 2020, 4:56 PM IST

ଭବାନୀପାଟଣା: ଟିଡିସିସି ଭବାନୀପାଟଣା ଶାଖା ଆନୁକୂଲ୍ୟରେ ଜିଲ୍ଲା ପ୍ରଶାସନ ସହାୟତାରେ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ନିମନ୍ତେ ପ୍ରଚାର ପ୍ରସାର ପାଇଁ ଏକ ପ୍ରଚାର ରଥ ଶୁଭାରମ୍ଭ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ପ୍ରକଳ୍ପ ପ୍ରଶାସକ ଆଇଟିଡିଏ ବିରଞ୍ଚି ନାରାୟଣ ଦରବାନ, ଶାଖା ପରିଚାଳକ ଟିଡିସିସି ନବଘନ ପ୍ରଧାନଙ୍କ ଉପସ୍ଥିତରେ ରଥର ଶୁଭାରମ୍ଭ କରିଥିଲେ ।

ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ନିମନ୍ତେ ସଚେତନତା ରଥ ଶୁଭାରମ୍ଭଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ନିମନ୍ତେ ସଚେତନତା ରଥ ଶୁଭାରମ୍ଭ
ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ନିମନ୍ତେ ସଚେତନତା ରଥ ଶୁଭାରମ୍ଭ

ବର୍ତ୍ତମାନ ମହାମାରୀ କୋରୋନା ଯୋଗୁଁ ଯେଉଁ ଆଦିବାସୀ ଭାଇ ଭଉଣୀମାନେ ନିଜର ସଂଗୃହିତ ବନଜାତ ଦ୍ରବ୍ୟ ବିକ୍ରୟ କରିବାକୁ ସଫଳ ହୋଇପାରୁ ନାହାଁନ୍ତି, ସେମାନଙ୍କୁ ସଚେତନ ଏବଂ ଦ୍ରବ୍ୟଗୁଡିକୁ ସରକାରୀ ମୂଲ୍ୟରେ କିଣିବା ନିମନ୍ତେ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇଛନ୍ତି । ରଥଟି ସମସ୍ତ ବ୍ଲକ ଗ୍ରାମପାଞ୍ଚାୟତ ଏବଂ ଗ୍ରାମ ଭ୍ରମଣ କରି ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ରଖାଯାଇଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.