ETV Bharat / state

ଗାଁ ମୁହାଁ ଗଜରାଜ, ହାତୀ ଆକ୍ରମଣରେ ବନ କର୍ମଚାରୀ ଆହତ - ଜନବସତି ମୁହାଁ ହେଉଛନ୍ତି ହାତୀ

ଦିନକୁ ଦିନ ଜଙ୍ଗଲ କ୍ଷୟ ହେବାରୁ ଜନବସତି ମୁହାଁ ହେଉଛନ୍ତି ହାତୀ(Elephant Terror) । ଆଉ ଗଜରାଜଙ୍କ ଗର୍ଜନରେ ଭୟଭୀତ ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳର ଲୋକେ । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅଞ୍ଚଳରେ । ଅଧିକ ପଢନ୍ତୁ

Elephant Terror: ଗାଁ ମୁହାଁ ଗଜରାଜ, ହାତୀ ଆକ୍ରମଣରେ ବନ କର୍ମଚାରୀ ଆହତ

author img

By

Published : Dec 11, 2021, 3:59 PM IST

ଭବାନୀପାଟଣା: ଗାଁ ମୁହାଁ ଗଜରାଜ । ଦିନକୁ ଦିନ ଜଙ୍ଗଲ କ୍ଷୟ ହେବାରୁ ଜନବସତି ମୁହାଁ ହେଉଛନ୍ତି ହାତୀ(Elephant Terror) । ଆଉ ଗଜରାଜଙ୍କ ଗର୍ଜନରେ ଭୟଭୀତ ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳର ଲୋକେ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅଞ୍ଚଳରେ । ନର୍ଲା ରେଞ୍ଜ ଅନ୍ତର୍ଗତ କମେଗାଁକୁ ଗତକାଲି(ଶୁକ୍ରବାର) ବିଳମ୍ବିତ ରାତିରେ ୩୫ ଟିକିଆ ହାତୀପଲ ପଶି ଆସିଥିବା ଜଣାପଡିଛି ।

Elephant Terror: ଗାଁ ମୁହାଁ ଗଜରାଜ, ହାତୀ ଆକ୍ରମଣରେ ବନ କର୍ମଚାରୀ ଆହତ

ତେବେ ଗାଁ ଶେଷ ମୁଣ୍ଡରେ ଥିବା ପ୍ରେଞ୍ଚୋ ଡ୍ୟାମ ନିକଟରେ ହାତୀ ବୁଲୁଥିବାବେଳେ ଅନେକ ଧାନ ଫସଲ ନଷ୍ଟ କରୁଛନ୍ତି। ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀକୁ ଘଉଡାଇବା ସମୟରେ ଜଣେ ବନ କର୍ମଚାରୀ ହାତୀ ଆକ୍ରମଣର ଶିକାର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.