ETV Bharat / state

ଦରମା ବୃଦ୍ଧି ଦାବିରେ ତାତିଲେ ଅଙ୍ଗନବାଡି କର୍ମୀ, ଜିଲ୍ଲାବ୍ୟାପୀ ବିକ୍ଷୋଭ - କଳାହାଣ୍ଡି ନ୍ୟୁଜ

ଅଲ୍‌ ଓଡିଶା କାର୍ଯ୍ୟରତ ଅଙ୍ଗନବାଡି କର୍ମୀସଂଘର ଆହ୍ବାନ କ୍ରମେ ଦରମା ବୃଦ୍ଧି ସହ ୧୨ ଦଫା ଦାବି ନେଇ କଳାହାଣ୍ଡି ଜିଲ୍ଲାର ଅଙ୍ଗନବାଡି କର୍ମୀଙ୍କ ବିକ୍ଷୋଭ । ଅଧିକ ପଢନ୍ତୁ

All Odisha Anganwadi ladies workers association demand salary hike
ଦରମା ବୃଦ୍ଧି ଦାବିରେ ତାତିଲେ ଅଙ୍ଗନବାଡି କର୍ମୀ, ଜିଲ୍ଲାବ୍ୟାପୀ ବିକ୍ଷୋଭ
author img

By

Published : Nov 23, 2021, 6:57 PM IST

ଭବାନୀପାଟଣା: ଜିଲ୍ଲା ବ୍ୟାପି ଅଙ୍ଗନବାଡି କର୍ମୀଙ୍କ ବିକ୍ଷୋଭ । ଅଲ୍‌ ଓଡିଶା କାର୍ଯ୍ୟରତ ଅଙ୍ଗନବାଡି କର୍ମୀସଂଘର ଆହ୍ବାନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲ୍ଲା ବ୍ୟାପୀ ରାଜରାସ୍ତାକୁ ଓହ୍ଲାଇଛନ୍ତି ଅଙ୍ଗନବାଡି କର୍ମୀ । ଜିଲ୍ଲାର କୋକସରା ବ୍ଲକର ଅଙ୍ଗନବାଡି ସଂଘ ପକ୍ଷରୁ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି। ସେହିଭଳି ଜିଲ୍ଲାର ଜୁନାଗଡ଼, ଗୋଲାମୁଣ୍ଡା, ଲାଞ୍ଜିଗଡ଼, ନର୍ଲା ଆଦି ବ୍ଲକରେ ଅଙ୍ଗନବାଡି ସଙ୍ଘ ପକ୍ଷରୁ ଦରମା ବୃଦ୍ଧି ସହ ୧୨ ଦଫା ଦାବି ନେଇ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଛନ୍ତି ।

ଯଥା ଶୀଘ୍ର ରାଜ୍ୟ ସରକାର ଦାବି ପୂରଣ ନ ହେଲେ ରାଜ୍ୟବ୍ୟାପୀ ଅଙ୍ଗନବାଡି କର୍ମୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ସଂଘର କର୍ମକର୍ତ୍ତା ଚେତାବନୀ ଦେଇଛନ୍ତି।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.