ETV Bharat / state

ଶୁଣିଲାଣି ପ୍ରଶାସନ, ରାସ୍ତା ମରାମତି କଲେ ଗ୍ରାମବାସୀ - ରାସ୍ତାର ଦୁରାବସ୍ଥା ନେଇ ତାତିଲେ ଗ୍ରାମବାସୀ

ରାସ୍ତାର ଦୂରାବସ୍ଥା ନେଇ ଅଞ୍ଚଳବାସୀ ବିଭିନ୍ନ ସମୟରେ ଜନ ପ୍ରତିନିଧି ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ସତ୍ବେ ମଧ୍ୟ କୌଣସି ସୁଫଳ ନମିଳିବାରୁ ରାସ୍ତା ମରାମତି ପାଇଁ ଅଣ୍ଟା ଭିଡ଼ିଲେ ସୁନାମାଲ ଗ୍ରାମବାସୀ ।

ଶୁଣିଲାଣି ପ୍ରଶାସନ ରାସ୍ତା ମରାମତି କଲେ ଗ୍ରାମବାସୀ।

author img

By

Published : Sep 2, 2020, 7:21 AM IST

Updated : Sep 2, 2020, 12:18 PM IST

ଭବାନୀପାଟଣା: ଶୁଣିଲାଣି ପ୍ରଶାସନ, ରାସ୍ତା ମରାମତି କଲେ ଗ୍ରାମବାସୀ। ରାସ୍ତାର ଦୂରାବସ୍ଥା ନେଇ ଅଞ୍ଚଳବାସୀ ବିଭିନ୍ନ ସମୟରେ ଜନ ପ୍ରତିନିଧି ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ସତ୍ବେ ମଧ୍ୟ କୌଣସି ସୁଫଳ ନମିଳିବାରୁ ରାସ୍ତା ମରାମତି ପାଇଁ ଅଣ୍ଟା ଭିଡ଼ିଲେ ସୁନାମାଲ ଗ୍ରାମବାସୀ । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳାରୁ ଲଡୁଗାଁକୁ ସଂଯୋଗ କରୁଥିବା ଆର ଡି ରାସ୍ତା ମରାମତି ଅଭାଵରୁ ବଡ ବଡ ଖାଲଖମା ସହ ପାଣି କାଦୁଅରେ ଭର୍ତ୍ତି ରହିଛି ।

ଶୁଣିଲାଣି ପ୍ରଶାସନ, ରାସ୍ତା ମରାମତି କଲେ ଗ୍ରାମବାସୀ

ଦୈନନ୍ଦିନ ଏହି ରାସ୍ତାରେ ନିର୍ଭର କରୁଥିବା ଲୋକଙ୍କ ପାଇଁ ଏହା ଏବେ ମରଣଯନ୍ତା ପାଲଟିଛି । ଫଳରେ ଗ୍ରାମବାସୀ ମାନେ ମିଳିତ ଭାବେ ଶ୍ରମ ଦାନ କରି ରାସ୍ତାରେ ଥିବା ଖାଲଖମାକୁ ନିଜସ୍ୱ ଟ୍ରାକ୍ଟର ଲଗାଇ ମୋରମ ବାଲି ପକାଇ ପୋତିଛନ୍ତି।

ଶୁଣିଲାଣି ପ୍ରଶାସନ ରାସ୍ତା ମରାମତି କଲେ ଗ୍ରାମବାସୀ।
ଶୁଣିଲାଣି ପ୍ରଶାସନ ରାସ୍ତା ମରାମତି କଲେ ଗ୍ରାମବାସୀ।

ଲଡୁଗାଁ ସରପଞ୍ଚ ମଧ୍ୟ ଏହି କାମ ରେ ସହଯୋଗ କରିଥିଲେ ତେବେ ଆଗକୁ ଯଦି ରାସ୍ତା ନିର୍ମାଣ ଦିଗରେ ବିଭାଗୀୟ ଅଧିକାରୀ ଦୃଷ୍ଟି ନ ଦିଅନ୍ତି ତାହେଲେ ଆନ୍ଦୋଳନ କରିବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

Last Updated : Sep 2, 2020, 12:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.