ETV Bharat / state

କଳାହାଣ୍ଡିରେ ମହିଳାଙ୍କୁ ଦୁଷ୍କର୍ମ, ଆତ୍ମାହୂତି ଚେତାବନୀ ଦେଲେ ପୀଡିତା - kalahandi rape case

ଧର୍ମଗଡ ଥାନା ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ । ଅଭିଯୁକ୍ତ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନହେଲେ ପୀଡିତା ଆତ୍ମାହୁତି ଦେବା ନେଇ ଚେତାବନୀ ଦେଇଛନ୍ତି ।

kalahandi rape case
କଳାହାଣ୍ଡିରେ ମହିଳାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତର ଗିରଫ ଦାବିରେ ପୀଡିତାଙ୍କ ଆତ୍ମାହୂତି ଚେତାବନୀ
author img

By

Published : Feb 10, 2020, 11:15 PM IST

ଭବାନୀପାଟଣା: ଧର୍ମଗଡ ଥାନା ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ । ସାମନ୍ତ ନାଏକ ନାମକ ଜଣେ ବ୍ୟକ୍ତି ଦୁଇ ଦିନ ଧରି ହୋଟେଲ ରୁମରେ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ଉକ୍ତ ମହିଳା । ତେବେ ଦୁଇଦିନ ପରେ ତାଙ୍କୁ ଛାଡି ଚାଲିଯାଇଥିବା ସେ କହିଛନ୍ତି । ଏହାସହ ଅଭିଯୁକ୍ତ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନହେଲେ ସେ ଆତ୍ମାହୁତି ଦେବାର ଚେତାବନୀ ଦେଇଛନ୍ତି ।

ସେପଟେ ଅଭିଯୋଗ ପାଇବା ପରେ ପୋଲିସ ପ୍ରାଥମିକ ତଦନ୍ତ କରି ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି । ଏପଟେ ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି ।

କଳାହାଣ୍ଡିରୁ ଅଜିତ୍‌ ସିଂ, ଇଟିଭି ଭାରତ

Intro:Body:

BLANK FOR VIDEO

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.