ETV Bharat / state

ଅଂଶୁଘାତରେ ଶିକ୍ଷକଙ୍କ ମୃତ୍ୟୁ ଅଭିଯୋଗ - dead

କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ନିକଟରେ ଅଂଶୁଘାତରେ ଶିକ୍ଷକଙ୍କ ମୃତ୍ୟୁ । ଘରକୁ ଫେରୁଥିବାବେଳେ ରାସ୍ତାରେ ପିଇବା ପାଣି ଅଭାବରୁ ଅଂଶୁଘାତର ଶିକାର ହୋଇ ମୃତ୍ୟୁବରଣ କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି
author img

By

Published : Apr 28, 2019, 3:29 PM IST

କଳାହାଣ୍ଡି: ଅଂଶୁଘାତରେ ଶିକ୍ଷକଙ୍କ ମୃତ୍ୟୁ । ଘରକୁ ଫେରୁଥିବାବେଳେ ରାସ୍ତାରେ ପିଇବା ପାଣି ଅଭାବରୁ ଅଂଶୁଘାତର ଶିକାର ହୋଇ ମୃତ୍ୟୁବରଣ କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ନିକଟରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ସୂଚନା ମୁତାବକ, ଶ୍ରୀପତି ସାହୁ ନାମକ ଜଣେ ଶିକ୍ଷକ ଭବାନୀପାଟଣାରୁ ନିଜ ଘର ସାଲେଭଟାକୁ ଫେରୁଥିଲେ । ତେବେ ଫେରିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁର ଅସଲି କାରଣ ସ୍ପଷ୍ଟ ହୋଇନଥିବାବେଳେ ଅଂଶୁଘାତ ଯୋଗୁଁ ଏଭଳି ଘଟିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।

ସେପଟେ ଶବ ବ୍ୟବଚ୍ଛେଦର ରିପୋର୍ଟ ଆସିଲା ପରେ ଘଟଣାର ସତ୍ୟତା ଜଣାପଡିବ ବୋଲି କହିଛନ୍ତି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.