ETV Bharat / state

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ଉଦ୍ୟମ, ଛୁରା ମାଡରେ ଜଣେ ଗୁରୁତର

author img

By

Published : Sep 30, 2019, 11:09 AM IST

କଳାହଣ୍ଡି ଜିଲ୍ଲା କଲମପୁର ବ୍ଲକ ଖଙ୍ଗାରଗୁଡାରେ ଏଭଳି ଅଭାବନୀୟ ଘଟଣା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ଉଦ୍ୟମ । ଜଣେ ଗୁରୁତର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାଣ୍ଡି

କଳାହାଣ୍ଡି: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ଉଦ୍ୟମ । କଳାହଣ୍ଡି ଜିଲ୍ଲା କଲମପୁର ବ୍ଲକ ଖଙ୍ଗାରଗୁଡାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସେପଟେ ଗୁରୁତରଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାଣ୍ଡି

ସୂଚନା ଅନୁସାରେ ଗତ ଦୁଇ ଦିନ ତଳେ ଖଙ୍ଗାରଗୁଡା ଗାଁର ଅମିତ ବେହେରା ଓ ଉଦିତ ପଣ୍ଡାଙ୍କ ମଧ୍ୟରେ ମଧ୍ୟରେ ବଚସା ହୋଇଥିଲା । ଏହାପରେ ଅମିତ ରାଗ ରଖି ଉଦିତଙ୍କ ପେଟରେ ଛୁରା ମାଡ ମାରିଛି । ଆକ୍ରମଣରେ ଉଦିତ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସେପଟେ ପୋଲିସକୁ ଘଟଣା ସମ୍ପର୍କରେ ସୂଚନା ଦିଆଯାଇଛି ।

କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ

Intro:ପୂର୍ବ ଶତ୍ରୁତା ନେଇ ହତ୍ୟା ଉଦ୍ୟମ, ଯୁବକ ଗୁରୁତର। କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଖଙ୍ଗାରଗୁଡା ରେ ଘଟିଛି ଏହି ଅଘଟଣ। Body:ସେହି ଗାଁର ର ଯୁବକ ଅମିତ ବେହେରା ନିଜ ଗାଁ ର ଉଦିତ ପଣ୍ଡା ଙ୍କୁ ପୂର୍ବ ଶତ୍ରୁତା କୁ ନେଇ ପେଟରେ ଛୁରା ମାଡ଼ କରିଥିବା ଜଣାଯାଇଛି। ସୂଚନା ଅନୁସାରେ ଗତ କେତେଦିନ ତଳେ ଅମିତ ଓ ଉଦିତ ମଧ୍ୟରେ କିଛି କଥାକୁ ନେଇ ବଚସା ହୋଇଥିଲା। Conclusion:ଏହି ରାଗ ରଖି ଅମିତ ଛୁରା ରେ ଆକ୍ରମଣ କରିଥିଲେ। ଉଦିତ ଙ୍କ ପେଟରେ ଛୁରା ମାଡ ହେବାରୁ ସେ ଗୁରୁତର ଅବସ୍ଥାରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.