ETV Bharat / state

କଳାହାଣ୍ତିରେ ବଢୁଛି କୋଭିଡ ମାମଲା, ପୁଣି ୪୭ ପଜିଟିଭ ଚିହ୍ନଟ

କଳାହାଣ୍ତିରେ ବଢୁଛି କୋଭିଡ ମାମଲା । ମଙ୍ଗଳବାର ପୁଣି ୪୭ ପଜିଟିଭ ଚିହ୍ନଟ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୪କୁ ବୃଦ୍ଧି। ଅଧିକ ପଢନ୍ତୁ...

47 more covid cases found in kalahandi
କଳାହାଣ୍ତିରେ ବଢୁଛି କୋଭିଡ ମାମଲା , ପୁଣି ୪୭ ପଜିଟିଭ ଚିହ୍ନଟ
author img

By

Published : Sep 2, 2020, 9:41 AM IST

ଭବାନୀପାଟଣା: କଳାହାଣ୍ଡିରେ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଉ ଥିବାରୁ ଭବାନୀପାଟଣା ସହରରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ବୁଦ୍ଧିଜୀବୀମାନେ କହୁଛନ୍ତି । ଯାହା ଏବେ ପ୍ରଶାସନ ପାଇଁ ଚିନ୍ତାର କାରଣ ସାଜିଛି । ମଙ୍ଗଳବାର ଜିଲ୍ଲାରେ ପୁଣି ୪୭ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

କଳାହାଣ୍ତିରେ ବଢୁଛି କୋଭିଡ ମାମଲା , ପୁଣି ୪୭ ପଜିଟିଭ ଚିହ୍ନଟ

ବର୍ତ୍ତମାନ ସୁଦ୍ଧା ୫୦୩୨୪ ଜଣଙ୍କ କୋଭିଡ ପରୀକ୍ଷା ହୋଇଛି । କେବଳ ଅଗଷ୍ଟ ମାସରେ ହିଁ ୩୪୦୦୦ ହଜାର ଜଣଙ୍କ କୋଭିଡ ପରୀକ୍ଷା ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୪ରେ ପହଞ୍ଚିଥିବା ବେଳେ ୧୧୧୩ ଜଣ ସୁସ୍ଥ ହୋଇଛନ୍ତି । ୪୦୧ ଜଣ ଜିଲ୍ଲାର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି ।

କଳାହାଣ୍ତିରୁ ଅଜିତ ସିଂ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.